ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ

ଏହି ଗୋଷ୍ଠୀରେ କାର୍ଯ୍ୟକଳାପଗୁଡିକ
ସୃଷ୍ଟି ହୋଇଛି : 18/09/2017
କାର୍ଯ୍ୟକଳାପଉପରେ ଅଂଶଗ୍ରହଣ କରିବାକୁ କ୍ଲିକ୍ କରନ୍ତୁ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ନୂତନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟକଳାପକୁ ସଂଗଠିତ କରିବା, ସମନ୍ୱୟ ଏବଂ ପ୍ରୋତ୍ସାହନ ଦେବା ପାଇଁ ଏକ ନୋଡାଲ ବିଭାଗ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ମେ 1971 ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (DST) ପ୍ରତିଷ୍ଠା କରାଯାଇଥିଲା । ନିମ୍ନରେ ତାଲିକାଭୁକ୍ତ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ ପାଇଁ ବିଭାଗର ପ୍ରମୁଖ ଦାୟିତ୍ୱ ରହିଛି:

1. Formulation of policies relating to Science and Technology.
2. Matters relating to the Scientific Advisory Committee of the Cabinet (SACC).
3. Promotion of new areas of Science and Technology with special emphasis on emerging areas.
4. Futurology.
5. Coordination and integration of areas of Science & Technology having cross-sectoral linkages in which a number of institutions and departments have interest and capabilities.
6. Undertaking or financially sponsoring scientific and technological surveys, research design and development, where necessary.
7. Support and Grants-in-aid to Scientific Research Institutions, Scientific Associations and Bodies.