- ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ
- କ୍ରିଏଟିଭ କର୍ଣ୍ଣର
- ଦାଦରା ଓ ନଗର ହବେଲୀ କେନ୍ଦ୍ରଶାସିତ ଅଞ୍ଚଳ
- ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳ
- ପ୍ରଶାସନିକ ସଂସ୍କାର ଏବଂ ସାର୍ବଜନୀନ ଅଭିଯୋଗ ବିଭାଗ
- ବାୟୋଟେକ୍ନୋଲୋଜି ବିଭାଗ
- ବାଣିଜ୍ୟ ବିଭାଗ
- ଖାଉଟି କଲ୍ୟାଣ ବିଭାଗ
- ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ (DIPP)
- ଡାକ ବିଭାଗ
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ
- ଟେଲିକମ୍ ବିଭାଗ
- ଡିଜିଟାଲ ଇଣ୍ଡିଆ
- ଅର୍ଥନୈତିକ ବ୍ୟାପାର
- ଏକ ଭାରତ ଶ୍ରେଷ୍ଠ ଭାରତ
- ଶକ୍ତି ସଂରକ୍ଷଣ
- ବ୍ୟୟ ପରିଚାଳନା ଆୟୋଗ
- ଖାଦ୍ୟ ସୁରକ୍ଷା
- ଗାନ୍ଧୀ@150
- ଶିଶୁକନ୍ୟା ଶିକ୍ଷା
- ସରକାରୀ ବିଜ୍ଞାପନ
- ସବୁଜ ଭାରତ
- ଅତୁଲ୍ୟ ଭାରତ!
- ଇଣ୍ଡିଆ ଟେକ୍ସଟାଇଲ୍
- ଭାରତୀୟ ରେଳବାଇ
- ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ISRO
- ନିଯୁକ୍ତି ସୃଷ୍ଟି
- LiFE-21 ଦିନିକିଆ ଚ୍ୟାଲେଞ୍ଜ
- ମନ କି ବାତ୍
- ମାନୁଆଲ୍ ସ୍କେଭେଞ୍ଜିଂ-ମୁକ୍ତ ଭାରତ
- ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ
- କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
- ରସାୟନ ଓ ସାର ମନ୍ତ୍ରଣାଳୟ
- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
- କୋଇଲା ମନ୍ତ୍ରଣାଳୟ
- କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ
- ସଂସ୍କୃତି ମନ୍ତ୍ରାଣାଳୟ
- ପ୍ରତିରକ୍ଷା ମନ୍ତ୍ରଣାଳୟ
- ଭୂ-ବିଜ୍ଞାନ ମନ୍ତ୍ରଣାଳୟ
- ଶିକ୍ଷା ମନ୍ତ୍ରଣାଳୟ
- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ
- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
- ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
- ଅର୍ଥ ମନ୍ତ୍ରଣାଳୟ
- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ
- କେନ୍ଦ୍ର ଗୃହ ମନ୍ତ୍ରଣାଳୟ
- କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ
- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
- ଜଳଶକ୍ତି ମନ୍ତ୍ରଣାଳୟ
- ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
- କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ(MSME)
- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
- ଶକ୍ତି ମନ୍ତ୍ରଣାଳୟ
- ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
- ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ
- ଇସ୍ପାତ ମନ୍ତ୍ରଣାଳୟ
- ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
- ମାଇଁଗଭ୍ ଅଭିଯାନ - ସ୍ୱେଚ୍ଛାସେବୀ
- ନୂତନ ଶିକ୍ଷାନୀତି
- ନ୍ୟୁ ଇଣ୍ଡିଆ ଚାମ୍ପିଅନସିପ୍
- ନୀତି ଆୟୋଗ
- ଭାରତର ବିକାଶ ପାଇଁ ପ୍ରବାସୀ ଭାରତୀୟ (NRI)
- ମୁକ୍ତ ମଞ୍ଚ
- PM Live Events
- ରାଜସ୍ୱ ଓ GST
- ଗ୍ରାମ୍ୟ ଉନ୍ନୟନ
- ସାଂସଦ ଆଦର୍ଶ ଗ୍ରାମ ଯୋଜନା
- ସକ୍ରିୟ ପଞ୍ଚାୟତ
- ଦକ୍ଷତା ବିକାଶ
- ସ୍ମାର୍ଟ ସିଟି
- ସ୍ପୋର୍ଟି ଇଣ୍ଡିଆ
- ସ୍ୱଚ୍ଛ ଭାରତ
- ଆଦିବାସୀ ବିକାଶ
- ଜଳବିଭାଜିକା ପରିଚାଳନା
- ଜାତି ନିର୍ମାଣ ପାଇଁ ଯୁବକ
ସ୍ୱଚ୍ଛ ଭାରତ ପାଇଁ ଆର୍ଟିକଲ୍ ଲିଖନ ପ୍ରତିଯୋଗିତା: 10 ବର୍ଷର ପରିବର୍ତ୍ତନ ଯାତ୍ରା
ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ମାଇଁଗଭ୍ ସହଭାଗିତାରେ "ସ୍ୱଚ୍ଛ ଭାରତ: 10 ବର୍ଷର ପରିବର୍ତ୍ତନ ଯାତ୍ରା" ଶୀର୍ଷକ ଉପରେ ଆର୍ଟିକଲ୍ ଲିଖନ ପ୍ରତିଯୋଗିତା ...
ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ମାଇଁଗଭ୍ ସହଭାଗିତାରେ "ସ୍ୱଚ୍ଛ ଭାରତ: 10 ବର୍ଷର ପରିବର୍ତ୍ତନ ଯାତ୍ରା" ଶୀର୍ଷକ ଉପରେ ଆର୍ଟିକଲ୍ ଲିଖନ ପ୍ରତିଯୋଗିତା ଆୟୋଜନ କରୁଛି । ସ୍ୱଚ୍ଛ ଭାରତ ମିଶନ (SBM) ଭାରତର ପରିମଳ କାହାଣୀରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟର ପ୍ରତିନିଧିତ୍ୱ କରୁଛି, ଯାହାକି ପ୍ରାଚୀନ ନବସୃଜନ ଦ୍ୱାରା ସମୃଦ୍ଧ ଏବଂ ସମସାମୟିକ ସରକାରୀ ପ୍ରୟାସ ଦ୍ୱାରା ପ୍ରୋତ୍ସାହିତ ଇତିହାସ ଦ୍ୱାରା ପରିଚାଳିତ। 2014ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମିଶନରେ ଭାରତକୁ ଖୋଲାରେ ମଳତ୍ୟାଗ ମୁକ୍ତ (ODF) କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ଏହି ବ୍ୟାପକ କାର୍ଯ୍ୟକ୍ରମ ସଫଳତାର ସହ ଦେଶବ୍ୟାପୀ ଅଂଶଗ୍ରହଣକୁ ପ୍ରୋତ୍ୟାହିତ କରିଥିଲା ଏବଂ ଏହାକୁ ବିଶ୍ୱସ୍ତରରେ ସବୁଠାରୁ ବଡ଼ ବ୍ୟବହାରିକ ପରିବର୍ତ୍ତନ ଆନ୍ଦୋଳନ ଭାବେ ଚିହ୍ନଟ କରାଯାଇଥିଲା। ଏହା ପରେ 2020ରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ଗ୍ରାମାଞ୍ଚଳରେ ODF ସ୍ଥିରତା ଏବଂ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା (SLWM) ଉପରେ ଗୁରୁତ୍ୱ ଦିଆଯାଇଥିଲା ଅର୍ଥାତ୍ 2024-25 ସୁଦ୍ଧା ଗ୍ରାମାଞ୍ଚଳକୁ ODFରୁ ODF ପ୍ଲସ ମଡେଲରେ ପରିଣତ କରିବା। ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ, କେହି ଯେପରି ପାଇଖାନା ପାଇବାରୁ ବଞ୍ଚିତ ନ ହୁଅନ୍ତି ଏବଂ ଯେକୌଣସି ବାଦ ପଡିଥିବା କିମ୍ବା ନୂତନ ପରିବାର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। 2024-25 ସୁଦ୍ଧା ସବୁ ଗାଁକୁ ODF ପ୍ଲସ୍ କରିବା ଲକ୍ଷ୍ୟ ରହିଛି ।
ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ପାଇଁ: ଜଳଶକ୍ତି ମନ୍ତ୍ରାଳୟର ପାନୀୟ ଜଳ ଓ ପରିମଳ ବିଭାଗ ମାଇଁଗଭ୍ ସହଭାଗିତାରେ ଏକ ଆର୍ଟିକଲ୍ ଲିଖନ ପ୍ରତିଯୋଗିତା ଆୟୋଜନ କରୁଛି ଯାହାର ଶୀର୍ଷକ ହେଉଛି “10 ବର୍ଷର ପରିବର୍ତ୍ତନ ଯାତ୍ରା”।
ସ୍ୱଚ୍ଛ ଭାରତ ମିଶନ (SBM) ଭାରତରେ ପରିମଳ କାହାଣୀରେ ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟର ପ୍ରତିନିଧିତ୍ୱ କରେ, ଯାହାକି ପ୍ରାଚୀନ ନବସୃଜନ ଦ୍ୱାରା ସମୃଦ୍ଧ ଏବଂ ସମସାମୟିକ ସରକାରୀ ପ୍ରୟାସ ଦ୍ୱାରା ପ୍ରୋତ୍ସାହିତ ଇତିହାସ ଦ୍ୱାରା ପରିଚାଳିତ। 2014ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମିଶନରେ ଭାରତକୁ ଖୋଲାରେ ମଳତ୍ୟାଗ ମୁକ୍ତ (ODF) କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ଏହି ବ୍ୟାପକ କାର୍ଯ୍ୟକ୍ରମ ସଫଳତାର ସହ ଦେଶବ୍ୟାପୀ ଅଂଶଗ୍ରହଣକୁ ପ୍ରୋତ୍ୟାହିତ କରିଥିଲା ଏବଂ ଏହାକୁ ବିଶ୍ୱସ୍ତରରେ ସବୁଠାରୁ ବଡ଼ ବ୍ୟବହାରିକ ପରିବର୍ତ୍ତନ ଆନ୍ଦୋଳନ ଭାବେ ଚିହ୍ନଟ କରାଯାଇଥିଲା। ଏହା ପରେ 2020ରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ଗ୍ରାମାଞ୍ଚଳରେ ODF ସ୍ଥିରତା ଏବଂ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା (SLWM) ଉପରେ ଗୁରୁତ୍ୱ ଦିଆଯାଇଥିଲା ଅର୍ଥାତ୍ 2024-25 ସୁଦ୍ଧା ଗ୍ରାମାଞ୍ଚଳକୁ ODFରୁ ODF ପ୍ଲସ ମଡେଲରେ ପରିଣତ କରିବା। ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ, କେହି ଯେପରି ପାଇଖାନା ପାଇବାରୁ ବଞ୍ଚିତ ନ ହୁଅନ୍ତି ଏବଂ ଯେକୌଣସି ବାଦ ପଡିଥିବା କିମ୍ବା ନୂତନ ପରିବାର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। 2024-25 ସୁଦ୍ଧା ସବୁ ଗାଁକୁ ODF ପ୍ଲସ୍ କରିବା ଲକ୍ଷ୍ୟ ରହିଛି ।
ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ପାଇଁ: https://swachhbharatmission.ddws.gov.in/
ଯୋଗ୍ୟତା ମାନଦଣ୍ଡ
ଯେକୌଣସି ବ୍ୟକ୍ତି ଏହି ପୋର୍ଟାଲରେ ପଞ୍ଜିକରଣ କରି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ପ୍ରତିଯୋଗୀଙ୍କୁ ଏକ ଆର୍ଟିକଲ୍ ଲେଖିବାକୁ ହେବ ଏବଂ ଏହାକୁ ଯେକୌଣସି ଆଞ୍ଚଳିକ / ସ୍ଥାନୀୟ ଖବରକାଗଜ (ଅନଲାଇନ୍/ ଅଫଲାଇନ୍) / ମାଗାଜିନ/ ଇ-ମାଗାଜିନରେ ପ୍ରକାଶ କରିବାକୁ ପଡିବ। ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ପାଇଁ ଆର୍ଟିକଲ୍ର ଖବରକାଗଜ/ପତ୍ରିକା କ୍ଲିପିଂ କିମ୍ବା ଇ-ପ୍ରକାଶନ କ୍ଷେତ୍ରରେ ଆର୍ଟିକଲ୍ର ଲିଙ୍କ୍ ସହିତ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ।
ଲେଖାଗୁଡ଼ିକ ନିମ୍ନରେ ଦିଆଯାଇଥିବା ବିଷୟ ଉପରେ ଆଧାରିତ ହେବା ଉଚିତ:
1. ସ୍ଥାନୀୟ ଭାଷାରେ SBM ଏବଂ ଏହାର ପ୍ରଭାବ ଉପରେ ଗୁରୁତ୍ୱ
2. ଆଞ୍ଚଳିକ ସମସ୍ୟା ଓ ପ୍ରସଙ୍ଗ ସହିତ ଆର୍ଟିକଲ୍ର ପ୍ରାସଙ୍ଗିକତା
3. ଏକ ସ୍ଥାନୀୟ ଜନସଂଖ୍ୟା କିମ୍ବା ଆଞ୍ଚଳିକର ଅନ୍ତର୍ଦୃଷ୍ଟିକୁ ଧାରଣ କରିବା।
4. ଯେଉଁ ଖବରକାଗଜ/ପତ୍ରିକା/ଇ-ସାଇଟରେ ବିଷୟବସ୍ତୁ ପ୍ରକାଶିତ ହେଉଛି ତାହାର ପ୍ରଭାବ, ପାଠକ ସଂଖ୍ୟା ଓ ପହଞ୍ଚ
5. ପ୍ରତିଯୋଗୀମାନଙ୍କୁ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବା ପାଇଁ କମେଣ୍ଟ ସେକ୍ସନରେ ଆର୍ଟିକଲ୍ର ଲିଙ୍କ୍ ପୋଷ୍ଟ କରିବାକୁ ପଡିବ।
ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 432 KB)
ଏହି ମନ୍ତ୍ରଣାଳୟ ସହିତ ଜଡିତ ଯେକୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବସାଇଟ୍ରେ ସିଧାସଳଖ ଯୋଗାଯୋଗ କରନ୍ତୁ - https://jalshakti-ddws.gov.in/