ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍
ସ୍କ୍ରିନ୍ ରିଜର୍ ଆଇକନ୍ସ୍କ୍ରିନ୍ ରିଡର

ପରିବର୍ତ୍ତନ ହେଉଥିବା ଭାରତ ମୋର ଅନୁଭବ - Instagram ରିଲ୍ ପ୍ରତିଯୋଗିତା

ପରିବର୍ତ୍ତନ ହେଉଥିବା ଭାରତ ମୋର ଅନୁଭବ - Instagram ରିଲ୍ ପ୍ରତିଯୋଗିତା
ଆରମ୍ଭ ତାରିଖ :
Jun 11, 2025
ଶେଷ ତାରିଖ :
Aug 15, 2025
23:45 PM IST (GMT +5.30 Hrs)
View Result Submission Closed

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ ଭାରତର ସମସ୍ତ ନାଗରିକ, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଆହ୍ୱାନ କରୁଛି ...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମାଇଁଗଭ୍, ସହଭାଗିତାରେ ଭାରତର ସମସ୍ତ ନାଗରିକ, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଆହ୍ୱାନ କରୁଛି ଭାଗ ନେବା ପାଇଁ ପରିବର୍ତ୍ତନ ହେଉଥିବା ଭାରତ ମୋର ଅନୁଭବ - Instagram ରିଲ୍ ପ୍ରତିଯୋଗିତା”.

ଏକ ଦେଶବ୍ୟାପୀ ଚ୍ୟାଲେଞ୍ଜ ଯାହା ନାଗରିକମାନଙ୍କୁ ଛୋଟ, ଆକର୍ଷଣୀୟ Instagram ରିଲ୍ (30-60 ସେକେଣ୍ଡ) ପ୍ରସ୍ତୁତ କରିବା ପାଇଁ ଆମନ୍ତ୍ରଣ କରୁଛି ଯାହାର ବିଷୟବସ୍ତୁ ହେବ ଭାରତର ଡିଜିଟାଲ ପରିବର୍ତ୍ତନ, ଆତ୍ମନିର୍ଭର ଭାରତ, ସ୍କିଲ୍ ଇଣ୍ଡିଆ ଇତ୍ୟାଦି ।

ଦାଖଲ ନିର୍ଦ୍ଦେଶାବଳୀ:
1. ପ୍ରତିଯୋଗୀମାନେ ନିଜ ରିଲ୍ Instagram ରେ ଅପଲୋଡ୍ କରିବା ସହ ମାଇଁଗଭ୍‌ ପୋର୍ଟାଲ୍‌ରେ ଲିଙ୍କ୍ ସେୟାର୍ କରିବେ
2. ଏହି ରିଲ୍ 30ରୁ 60 ସେକେଣ୍ଡ ମଧ୍ୟରେ ରହିବା ଉଚିତ
3. ଭିଡିଓ ହାଇ ରିଜୋଲ୍ୟୁସନର ହେବା ଆବଶ୍ୟକ
4. ଭିଡିଓ ସମ୍ପୂର୍ଣ୍ଣ ନିଜସ୍ୱ ହେବା ସହ ଏହା ପୂର୍ବରୁ କୌଣସି ସାର୍ବଜନୀନ ପ୍ଲାଟଫର୍ମରେ ପ୍ରକାଶିତ ହୋଇନଥିବା ଆବଶ୍ୟକ

ପରିତୋଷ:
1ମ ପୁରସ୍କାର - ₹50,000/-
2ୟ ପୁରସ୍କାର - ₹25,000/-
3ୟ ପୁରସ୍କାର - ₹10,000/-
7 ସାନ୍ତ୍ୱନାମୂଳକ ପୁରସ୍କାର - ₹5,000/-

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ PDF - 140 KB

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
583
ସମୁଦାୟ
0
ଅନୁମୋଦିତ
583
ସମୀକ୍ଷାଧିନ