ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

#Cheer4Bharat ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ ସଙ୍ଗୀତ ରଚନା ପ୍ରତିଯୋଗିତା

#Cheer4Bharat ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ ସଙ୍ଗୀତ ରଚନା ପ୍ରତିଯୋଗିତା
ଆରମ୍ଭ ତାରିଖ :
Jul 09, 2024
ଶେଷ ତାରିଖ :
Jul 25, 2024
23:45 PM IST (GMT +5.30 Hrs)

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (MyAS), ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ #Cheer4Bharat ସଙ୍ଗୀତ ରଚନା ପ୍ରତିଯୋଗିତା ମାଇଁଗଭ୍‌ ସହଭାଗିତାରେ ଘୋଷଣା ...

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (MyAS), ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ#Cheer4Bharat ସଙ୍ଗୀତ ରଚନା ପ୍ରତିଯୋଗିତା' ମାଇଁଗଭ୍ ସହଭାଗିତାରେ ଘୋଷଣା କରିଛି ।

2024 ଜୁଲାଇ 26ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତ 115ରୁ ଅଧିକ ଆଥଲେଟ୍‌ଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ପଠାଇଛି। ଆମେ ଆପଣଙ୍କୁ ଆପଣଙ୍କ ସୃଜନଶୀଳତା ପ୍ରଦର୍ଶତ କରିବା ପାଇଁ ଆହ୍ୱାନ କରୁଛୁ, ଯାହା ଆମ ଆଥଲେଟ୍‌ମାନଙ୍କୁ ପୃଥିବୀର ସର୍ବବୃହତ କ୍ରୀଡ଼ା ଇଭେଣ୍ଟରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରେରଣା ଦେବ ।

ବୈଷୟିକ ମାନଦଣ୍ଡ:
1. ସଂଗୀତ ଇଂରାଜୀ/ହିନ୍ଦୀ ଭାଷାରେ ଦାଖଲ ହେବା ଆବଶ୍ୟକ
2. ସଂଗୀତ 1 ମିନିଟରୁ କମ୍ ହେବା ଆବଶ୍ୟକ
3. ଅଲିମ୍ପିକ୍ସ ଓ କ୍ରୀଡ଼ା ପାଇଁ ଏହି ସଂଗୀତର ପ୍ରାସଙ୍ଗିକତା ରହିଛି କି ନାହିଁ ତାହା ସୁନିଶ୍ଚିତ କରିବା ଆବଶ୍ୟକ
4. Entries should be in MP3 or MP4 format

ପରିତୋଷ:
ଶ୍ରେଷ୍ଠ 50 ପ୍ରତିଯୋଗୀ ଭାରତୀୟ ଦଳର ଫ୍ୟାନ୍ ଜର୍ସି ଜିତିବେ.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (pdf 146 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟରେ ସିଧାସଳଖ ଯୋଗାଯୋଗ କରନ୍ତୁ

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
247
ସମୁଦାୟ
134
ଅନୁମୋଦିତ
113
ସମୀକ୍ଷାଧିନ
Reset