ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ #Cheer4Bharat ରିଲ୍ ମେକିଂ ପ୍ରତିଯୋଗିତା

ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ #Cheer4Bharat ରିଲ୍ ମେକିଂ ପ୍ରତିଯୋଗିତା
ଆରମ୍ଭ ତାରିଖ :
Jul 08, 2024
ଶେଷ ତାରିଖ :
Jul 25, 2024
23:45 PM IST (GMT +5.30 Hrs)

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ '#Cheer4India ରିଲ୍ ପ୍ରତିଯୋଗିତା'ର ଘୋଷଣା କରାଯାଇଛି । 2024 ମସିହା ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତ ...

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (MyAS)ପକ୍ଷରୁ#Cheer4India ରିଲ୍ ପ୍ରତିଯୋଗିତା' ଘୋଷଣା କରାଯାଇଛି ପ୍ୟାରିସ ଅଲିମ୍ପିକ୍ସ ପାଇଁ ।.2024 ମସିହା ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତ 115ରୁ ଅଧିକ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ପଠାଇଛି।

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (MyAS) ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଆପଣଙ୍କୁ ଆପଣଙ୍କ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବାକୁ ଆହ୍ୱାନ କରୁଛି, ଯାହା ପୃଥିବୀର ସର୍ବବୃହତ କ୍ରୀଡ଼ା ଇଭେଣ୍ଟରେ ଆମର ଆଥଲେଟ୍‌ମାନଙ୍କୁ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ । ଆପଣଙ୍କ ପ୍ରିୟ ଆଥଲେଟ୍‌ଙ୍କୁ ଉତ୍ସାହିତ କରିବା ପାଇଁ ଏକ ରିଲ୍ ତିଆରି କରନ୍ତୁ ଏବଂ ସେମାନଙ୍କୁ ଶୁଭେଚ୍ଛା ଦିଅନ୍ତୁ।

ବିସୟବସ୍ତୁ:
ଚିଅର ଫର୍ ୟୋର୍ ଚାମ୍ପିୟନ୍
#Cheer4Bharat

ବୈଷୟିକ ମାନଦଣ୍ଡ:
1. ଭିଜିଟ୍ କରନ୍ତୁ ୱେବ୍‌ସାଇଟ୍‌ www.mygov.in ଭିଡିଓ ଲିଙ୍କ୍ ଦାଖଲ କରିବା ପାଇଁ
2. ଭିଡିଓ ହିନ୍ଦୀ/ଇଂରାଜୀରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ
3. ଭିଡିଓର 1 ମିନିଟରୁ କମ୍ ହେବା ଆବଶ୍ୟକ
4. ଏହି ଭିଡିଓ ଅଲିମ୍ପିକ୍ସ ଓ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସହ ଯେପରି ପ୍ରାସଙ୍ଗିକ ହେବ ତାହା ନିଶ୍ଚିତ କରିବା ଆବଶ୍ୟକ ।

ପରିତୋଷ/ ପୁରସ୍କାର :
ଶ୍ରେଷ୍ଠ 50 ପ୍ରତିଯୋଗୀ ପାଇବେ ଟିମ୍ ଇଣ୍ଡିଆର ଫ୍ୟାନ୍ ଜର୍ସି.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (pdf 123 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟରେ ସିଧାସଳଖ ଯୋଗାଯୋଗ କରନ୍ତୁ

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
130
ସମୁଦାୟ
87
ଅନୁମୋଦିତ
43
ସମୀକ୍ଷାଧିନ
Reset