- ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ
- କ୍ରିଏଟିଭ କର୍ଣ୍ଣର
- ଦାଦରା ଓ ନଗର ହବେଲୀ କେନ୍ଦ୍ରଶାସିତ ଅଞ୍ଚଳ
- ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳ
- ପ୍ରଶାସନିକ ସଂସ୍କାର ଏବଂ ସାର୍ବଜନୀନ ଅଭିଯୋଗ ବିଭାଗ
- ବାୟୋଟେକ୍ନୋଲୋଜି ବିଭାଗ
- ବାଣିଜ୍ୟ ବିଭାଗ
- ଉପଭୋକ୍ତା ବ୍ୟାପାର ବିଭାଗ
- ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ (DIPP)
- ଡାକ ବିଭାଗ
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ
- ଟେଲିକମ୍ ବିଭାଗ
- ଡିଜିଟାଲ ଇଣ୍ଡିଆ
- ଅର୍ଥନୈତିକ ବ୍ୟାପାର
- ଏକ ଭାରତ ଶ୍ରେଷ୍ଠ ଭାରତ
- ଶକ୍ତି ସଂରକ୍ଷଣ
- ବ୍ୟୟ ପରିଚାଳନା ଆୟୋଗ
- ଖାଦ୍ୟ ସୁରକ୍ଷା
- ଗାନ୍ଧୀ@150
- ଶିଶୁକନ୍ୟା ଶିକ୍ଷା
- ସରକାରୀ ବିଜ୍ଞାପନ
- ସବୁଜ ଭାରତ
- ଅତୁଲ୍ୟ ଭାରତ!
- ଇଣ୍ଡିଆ ଟେକ୍ସଟାଇଲ୍
- ଭାରତୀୟ ରେଳବାଇ
- ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ISRO
- ନିଯୁକ୍ତି ସୃଷ୍ଟି
- LiFE-21 ଦିନିକିଆ ଚ୍ୟାଲେଞ୍ଜ
- ମନ କି ବାତ୍
- ମାନୁଆଲ୍ ସ୍କେଭେଞ୍ଜିଂ-ମୁକ୍ତ ଭାରତ
- ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ
- କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
- ରସାୟନ ଓ ସାର ମନ୍ତ୍ରଣାଳୟ
- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
- କୋଇଲା ମନ୍ତ୍ରଣାଳୟ
- କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ
- ସଂସ୍କୃତି ମନ୍ତ୍ରାଣାଳୟ
- ପ୍ରତିରକ୍ଷା ମନ୍ତ୍ରଣାଳୟ
- ଭୂ-ବିଜ୍ଞାନ ମନ୍ତ୍ରଣାଳୟ
- ଶିକ୍ଷା ମନ୍ତ୍ରଣାଳୟ
- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ
- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
- ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
- ଅର୍ଥ ମନ୍ତ୍ରଣାଳୟ
- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ
- କେନ୍ଦ୍ର ଗୃହ ମନ୍ତ୍ରଣାଳୟ
- କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ
- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
- ଜଳଶକ୍ତି ମନ୍ତ୍ରଣାଳୟ
- ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
- କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ(MSME)
- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
- ଶକ୍ତି ମନ୍ତ୍ରଣାଳୟ
- ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
- ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ
- ଇସ୍ପାତ ମନ୍ତ୍ରାଳୟ
- ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
- ମାଇଁଗଭ୍ ଅଭିଯାନ - ସ୍ୱେଚ୍ଛାସେବୀ
- ନୂତନ ଶିକ୍ଷାନୀତି
- ନ୍ୟୁ ଇଣ୍ଡିଆ ଚାମ୍ପିଅନସିପ୍
- ନୀତି ଆୟୋଗ
- ଭାରତର ବିକାଶ ପାଇଁ ପ୍ରବାସୀ ଭାରତୀୟ (NRI)
- ମୁକ୍ତ ମଞ୍ଚ
- ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମ
- ରାଜସ୍ୱ ଓ GST
- ଗ୍ରାମ୍ୟ ଉନ୍ନୟନ
- ସାଂସଦ ଆଦର୍ଶ ଗ୍ରାମ ଯୋଜନା
- ସକ୍ରିୟ ପଞ୍ଚାୟତ
- ଦକ୍ଷତା ବିକାଶ
- ସ୍ମାର୍ଟ ସିଟି
- ସ୍ପୋର୍ଟି ଇଣ୍ଡିଆ
- ସ୍ୱଚ୍ଛ ଭାରତ (ସ୍ୱଚ୍ଛ ଭାରତ)
- ଆଦିବାସୀ ବିକାଶ
- ଜଳବିଭାଜିକା ପରିଚାଳନା
- ଜାତି ନିର୍ମାଣ ପାଇଁ ଯୁବକ
ଅନ୍ତର୍ଜାତୀୟ ଯୋଗ ଦିବସ 2025 ଉପଲକ୍ଷେ ପ୍ରବନ୍ଧ ପ୍ରତିଯୋଗିତା

ଆୟୁଷ ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଥିମକୁ ଅନୁଧ୍ୟାନ କରି 2025 ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ଆମନ୍ତ୍ରଣ କରିଛି।
ଆୟୁଷ ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ ପ୍ରତିଯୋଗୀମାନଙ୍କୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଥିମକୁ ଅନୁଧ୍ୟାନ କରି ଅନ୍ତର୍ଜାତୀୟ ଯୋଗ ଦିବସ 2025 କୁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମାଧ୍ୟମରେ ପାଳନ କରିବା ପାଇଁ ଆମନ୍ତ୍ରଣ କରିଛି । ଏହି ବିଷୟବସ୍ତୁ ମାନବ, ପଶୁ ଏବଂ ପରିବେଶ ସ୍ୱାସ୍ଥ୍ୟର ପାରସ୍ପରିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥାଏ, ଯାହା ଏକତା, ଶାନ୍ତି, ପ୍ରେମ ଓ କରୁଣାର ପ୍ରାଚୀନ ଯୋଗିକ ଜ୍ଞାନକୁ ପ୍ରତିଫଳିତ କରିଥାଏ।
ଉଦ୍ଦେଶ୍ୟ:
1. ଯୋଗର ଐତିହାସିକ ମହତ୍ୱ ଏବଂ ବୈଶ୍ୱିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହାର ଆଧୁନିକ ଅବଦାନ ବିଷୟରେ ସଚେତନତାକୁ ପ୍ରୋତ୍ସାହିତ କରିବା।
2. ସମସାମୟିକ ସ୍ୱାସ୍ଥ୍ୟ ଆହ୍ୱାନ ଏବଂ ପରିବେଶ ଜନିତ ସମସ୍ୟାର ସମାଧାନ ପାଇଁ ଯୋଗର ସାମର୍ଥ୍ୟ ଉପରେ ଆଲୋକପାତ କରିବା।
3. ପାରମ୍ପରିକ ଯୋଗ ଜ୍ଞାନକୁ ଆଧୁନିକ ବୈଜ୍ଞାନିକ ପ୍ରଗତି ସହ ଯୋଡ଼ିବା ଲାଗି ଛାତ୍ରଛାତ୍ରୀ ଓ ବିଦ୍ୱାନମାନଙ୍କ ମଧ୍ୟରେ ଗବେଷଣା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା।
4. ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଯୋଗ କିଭଳି ନିରନ୍ତର, ଅଭିନବ ସମାଧାନ ପ୍ରଦାନ କରିପାରିବ ସେ ଦିଗରେ ଆଲୋଚନାମୂଳକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା।
5. ବିଶ୍ୱ ସ୍ୱାସ୍ଥ୍ୟ ଇକୋସିଷ୍ଟମରେ ଯୋଗର ଭବିଷ୍ୟତର ପଥ ଅନ୍ୱେଷଣ କରିବା ପାଇଁ ଯୁବବର୍ଗ ଏବଂ ଶିକ୍ଷାବିତମାନଙ୍କୁ ନିୟୋଜିତ କରିବା।
ପ୍ରବନ୍ଧ ଲେଖିବା ପାଇଁ ନିର୍ଦ୍ଦେଶାବଳୀ
1. ଶୈଳୀ: ପ୍ରବନ୍ଧ PDFରେ ଡବଲ ଲାଇନ ସ୍ପେସିଂ , ପ୍ରତ୍ୟେକ ପୃଷ୍ଠାରେ ନମ୍ୱର ସହ ଦାଖଲ କରାଯିବା ଆବଶ୍ୟକ । କୌଣସି ଫଟୋ କିମ୍ବା ଇଲ୍ୟୁଷ୍ଟ୍ରେଶନରେ ନୁହିଁ। ଫଣ୍ଟ ସାଇଜ୍ 12, ଟାଇମ୍ସ ନ୍ୟୁ ରୋମାନ (କିମ୍ବା ସମକକ୍ଷ)।
2. କେତୋଟି ଶବ୍ଦ: ପ୍ରବନ୍ଧ ଶେଷରେ ଏହା କେତେ ଶବ୍ଦରେ ରହିଛି ତାହା ଲେଖାଯିବା ଆବଶ୍ୟକ ।
3. ବିଷୟବସ୍ତୁ: ପ୍ରବନ୍ଧର ଥିମ୍ ହେଉଛି "ଯୋଗ ଫର୍ ୱାନ ଆର୍ଥ ୱାନ ହେଲଥ୍"
4. ଶବ୍ଦ ସୀମା: 800-1000 ଶବ୍ଦ।
5. ଭାଷା: ପ୍ରବନ୍ଧ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ହେବା ଆବଶ୍ୟକ ।
6. ସମସ୍ତ ପ୍ରବନ୍ଧରେ ଗୋଟିଏ ଧାଡ଼ିର ସାର୍ଟିଫିକେସନ୍ ରହିବା ଆବଶ୍ୟକ: "ମୁଁ (ନାମ ପୂରଣ କରନ୍ତୁ) ପ୍ରମାଣିତ କରେ ଯେ ଏହି ପ୍ରବନ୍ଧଟି କେବଳ ମୋ ଦ୍ୱାରା ଲେଖା ହୋଇଛି ଏବଂ ଅନ୍ୟ କାହାର କପିରାଇଟ ଉପରେ କୌଣସି ଦାବି ନାହିଁ ।"
ମୂଲ୍ୟାୟନ ମାନଦଣ୍ଡ
1. ମୌଳିକତା ଓ ସୃଜନଶୀଳତା : ପରିକଳ୍ପନା, ମାନବୀୟ ଆଗ୍ରହ, ଏବଂ ଏକ ନୂତନ ଦୃଷ୍ଟିକୋଣ ପ୍ରଦର୍ଶନ କରୁଥିବା ବିଷୟବସ୍ତୁର ଉପଚାର।
2. ବିଷୟବସ୍ତୁ ଓ ସଂରଚନା: ସ୍ପଷ୍ଟ ଭାବରେ ନିଜର ବିଚାରକୁ ସଙ୍ଗଠିତ ଢଙ୍ଗରେ ପ୍ରକାଶ କରନ୍ତୁ।
3. ଦୈର୍ଘ୍ୟ: ପ୍ରଦାନ କରାଯାଇଥିବା ଶବ୍ଦ ସୀମାକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ।
4. ବ୍ୟାକରଣ ଓ ବାନାନ : ଉପଯୁକ୍ତ ବ୍ୟାକରଣ ଓ ବାନାନ ବ୍ୟବହାର କରି ତାର୍କିକ ପ୍ରବାହ ହେବା ଆବଶ୍ୟକ।
5. ପ୍ରସଙ୍ଗର ଅନୁପାଳନ: ପ୍ରବନ୍ଧଗୁଡ଼ିକ ବିଷୟ ଉପରେ କେନ୍ଦ୍ରିତ ରହିବା ଆବଶ୍ୟକ।
6. ଚମତ୍କାରିତା: ଅସାଧାରଣ ପ୍ରବନ୍ଧ ଯାହା ଶବ୍ଦାବଳୀ, ଚତୁର ବିଚାର ଏବଂ ଅନନ୍ୟ ଶୈଳୀର ଅବିଶ୍ୱସନୀୟ ବ୍ୟବହାର ପ୍ରଦର୍ଶନ କରେ।
7. ଭାଷା: ଅଶ୍ଳୀଳ ଭାଷା, ଅଶାଳୀନ ଶବ୍ଦ, ଅଶ୍ଳୀଳ ଇଙ୍ଗିତର ବ୍ୟବହାର ରହିବ ନାହିଁ।
ପରିତୋଷ
1. ଶ୍ରେଷ୍ଠ 16ଟି ପ୍ରବନ୍ଧ ପାଇଁ ନଗଦ 2ହଜାର ଟଙ୍କା ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ପ୍ରଦାନ କରାଯିବ।
2. ସ୍ୱତନ୍ତ୍ର ମାନ୍ୟତା : ସର୍ବାଧିକ ସ୍କୋର କରିଥିବା ଶ୍ରେଷ୍ଠ 10 ଜଣ ପ୍ରତିଯୋଗୀଙ୍କୁ ଆୟୁଷ ମନ୍ତ୍ରଣାଳୟର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯିବ।
ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF - 124 KB)
ଆୟୁଷ ମନ୍ତ୍ରଣାଳୟ ସହିତ ଜଡିତ କୌଣସି ପ୍ରଶ୍ନ ପାଇଁ ଦୟାକରି ମନ୍ତ୍ରଣାଳୟର ୱେବସାଇଟ ଲିଙ୍କରେ ସିଧାସଳଖ ଯୋଗଯାଗ କରନ୍ତୁ https://ayush.gov.in/