ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ନୂତନ ଅପରାଧିକ ଆଇନ ଉପରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ଆରମ୍ଭ ତାରିଖ :
Jun 18, 2024
ଶେଷ ତାରିଖ :
Jul 18, 2024
23:45 PM IST (GMT +5.30 Hrs)
Submission Closed

ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ (BPR&D) ଯାହା ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି ବର୍ତ୍ତମାନ ମାଇଁଗଭ୍‌ ସହଭାଗିଗରେ ଏକ ଅନଲାଇନ୍‌ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରୁଛି ଯାହା ହେଉଛି ଯୁବବର୍ଗ ଓ ଜନସାଧାରଣଙ୍କ ମଧ୍ୟରେ ...

ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ (BPR&D) ଯାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି, ବର୍ତ୍ତମାନ ମାଇଁଗଭ୍ ସହଭାଗିଗରେ ଏକ ଅନଲାଇନ୍‌ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରୁଛି ଯାହା ହେଉଛି ଯୁବବର୍ଗ ଓ ଜନସାଧାରଣଙ୍କ ମଧ୍ୟରେ ନିମ୍ନଲିଖିତ ତିନୋଟି ଆଇନ ବିଷୟରେ ସଚେତନତା ଓ ବୋଧଗମ୍ୟତା ସୃଷ୍ଟି କରିବାର ପ୍ରୟାସ ।

I. ଭାରତୀୟ ନ୍ୟାୟ ସଂହିତା, 2023
II. ଭାରତୀୟ ନାଗରିକ ସୁରକ୍ଷା ସଂହିତା, 2023
III. ଭାରତୀୟ ସାକ୍ଷ ଅଧିନିୟମ, 2023

ପ୍ରସଙ୍ଗ:

ପ୍ରବନ୍ଧ ପ୍ରତିଯୋଗିତା ନିମ୍ନଲିଖିତ ବିଷୟ ଉପରେ ଆୟୋଜନ କରାଯାଇପାରେ
a. "ଅପରାଧିକ ଆଇନର ବିବର୍ତ୍ତନ: ଆଧୁନିକ ଆହ୍ୱାନର ମୁକାବିଲା"
b. "ନ୍ୟାୟ ଓ ସ୍ୱାଧୀନତା ମଧ୍ୟରେ ସନ୍ତୁଳନ: ନୂତନ ଅପରାଧିକ ଆଇନର ପ୍ରଭାବର ଆକଳନ"
c. "ସମସାମୟିକ ଅପରାଧିକ ଆଇନକୁ ଆକାର ଦେବାରେ ଟେକ୍ନୋଲୋଜିର ଭୂମିକା"
d. "ନୂତନ ଅପରାଧିକ ଆଇନରେ ବାଧ୍ୟତାମୂଳକ ସର୍ବନିମ୍ନ ଦଣ୍ଡାଦେଶର ପ୍ରଭାବ ବିଷୟରେ ଜାଣିବା"
e. "ସାଇବର୍ ଅପରାଧର ମୁକାବିଲା: ନୂତନ ଆଇନଗତ ଢାଞ୍ଚାର ପ୍ରଭାବକୁ ଆକଳନ"
f. "ମାନବାଧିକାର ଓ ନୂତନ ଅପରାଧିକ ଆଇନ: ପରିବର୍ତ୍ତିତ ବିଶ୍ୱରେ ଏକ ସନ୍ତୁଳନ ରକ୍ଷା"
g."ମହିଳା ଓ ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ନୂଆ ଅପରାଧିକ ଆଇନ 2023"

ପ୍ରବନ୍ଧଗୁଡ଼ିକ 1000 ଶବ୍ଦର ହେବା ସହ pdf ଫର୍ମାଟରେ ହେବା ଉଚିତ।

ପରିତୋଷ:

ପୁରସ୍କାର ରାଶି ନିମ୍ନ ଆକାରରେ ପ୍ରଦାନ କରାଯିବ

1ମ ପୁରସ୍କାର - ₹10,000 /-
2ୟ ପୁରସ୍କାର - ₹7,000 /-
3ୟ ପୁରସ୍କାର - ₹5,000 /-
7ଟି ସାନ୍ତ୍ୱନାମୂଳକ ପୁରସ୍କାର - ₹1,000 /- ଲେଖାଏଁ

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ (PDF 606 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବସାଇଟ ଲିଙ୍କରେ ସିଧାସଳଖ ଯୋଗାଯୋଗ କରନ୍ତୁ https://bprd.nic.in

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1422
ସମୁଦାୟ
156
ଅନୁମୋଦିତ
1266
ସମୀକ୍ଷାଧିନ
Reset
Showing 156 Submission(s)
Ashutosh_1911
Baas Image 69870
Ashutosh 6 days 11 hours ago

Following essay in pdf focuses on recent legal reforms aimed at enhancing the safety and protection of women and children, while integrating relevant crime statistics within the prescribed word limit.

Shreesham Pandey
Baas Image 66970
Shreesham Pandey 6 days 11 hours ago

Attached below is my essay submission for New Criminal Laws on the topic 'Tackling Cyber crime: Evaluating the Effectiveness of New Legal Frameworks'.

-

Shreesham Pandey
shreeshampandey@gmail.com
Address: Behind Zila Udyog Kendra, Meera Bhawan, Pratapgarh, Uttar Pradesh - 230001

Akula ramanjaneyulu
Baas Image 295790
Akula ramanjaneyulu 6 days 12 hours ago

Respected Honourable PM sir I request you that please accept my views about enrich the criminal laws in india.
1.According to Thomas hobbes ideas on criminal law emphasized the importance of a strong central authority, the rule of law,protection of individual rights and security.
1.Aim to maintain public safety and security while also promoting indiviliberty and rights.
2.Be enforced consistenly and impartially, without bias or favoritism.