ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍
ସ୍କ୍ରିନ୍ ରିଜର୍ ଆଇକନ୍ସ୍କ୍ରିନ୍ ରିଡର

ମାଇଁ AI ଫ୍ୟୁଚର୍ ରିଲ୍ ପ୍ରତିଯୋଗିତା

ମାଇଁ AI ଫ୍ୟୁଚର୍ ରିଲ୍ ପ୍ରତିଯୋଗିତା
ଆରମ୍ଭ ତାରିଖ :
Dec 01, 2025
ଶେଷ ତାରିଖ :
Jan 31, 2026
17:30 PM IST (GMT +5.30 Hrs)

ଆପଣ କ’ଣ ଏପରି ଏକ ଭବିଷ୍ୟତ କଳ୍ପନା କରୁଛନ୍ତି ଯେଉଁଠାରେ AI ଜୀବନକୁ ସହଜ କରିଦେବ - ଆପଣଙ୍କର ସୃଜନଶୀଳତା, କାର୍ଯ୍ୟଦକ୍ଷତା ଓ ଚିନ୍ତାଶକ୍ତିକୁ ବୃଦ୍ଧି କରିବ, କିମ୍ବା କାମକୁ ଶୀଘ୍ର ଓ ସ୍ମାର୍ଟ ଉପାୟରେ କରିବାରେ ସାହାଯ୍ୟ କରିବ? ତେବେ ‘ମାଇଁ AI ଫ୍ୟୁଚର୍’...

ଆପଣ କ’ଣ ଏପରି ଏକ ଭବିଷ୍ୟତ କଳ୍ପନା କରୁଛନ୍ତି ଯେଉଁଠାରେ AI ଜୀବନକୁ ସହଜ କରିଦେବ - ଆପଣଙ୍କର ସୃଜନଶୀଳତା, କାର୍ଯ୍ୟଦକ୍ଷତା ଓ ଚିନ୍ତାଶକ୍ତିକୁ ବୃଦ୍ଧି କରିବ, କିମ୍ବା କାମକୁ ଶୀଘ୍ର ଓ ସ୍ମାର୍ଟ ଉପାୟରେ କରିବାରେ ସାହାଯ୍ୟ କରିବ?

ତେବେ ମାଇଁ AI ଫ୍ୟୁଚର୍ ରିଲ୍ ପ୍ରତିଯୋଗିତା ହେଉଛି ସେହି କାହାଣୀ ସେୟାର କରିବା ପାଇଁ ଆପଣଙ୍କ ପ୍ଲାଟଫର୍ମ।

ଇଣ୍ଡିଆAI, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ସହଯୋଗରେ ମାଇଁଗଭ୍ ଭାରତର ଯୁବବର୍ଗଙ୍କୁ ଆହ୍ୱାନ କରୁଛି ଯେ ଆଗକୁ ଆସନ୍ତୁ, ନିଜ ଫୋନ୍ ଉଠାନ୍ତୁ ଏବଂ ଚମତ୍କାର ରିଲ୍ ତିଆରି କରନ୍ତୁ ଯେଉଁଠାରେ ଆପଣ AI କିପରି ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ସେ ବିଷୟରେ ନିଜର ମତ ରଖିବେ। ଆପଣଙ୍କ ଭିଡିଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିପାରେ।

କିପରି ଅଂଶଗ୍ରହଣ କରିବେ
1. ନିଜର ରିଲ୍ ତିଆରି କରନ୍ତୁ (30-60 ସେକେଣ୍ଡ)
a. AI କିପରି ଆପଣଙ୍କ ଭବିଷ୍ୟତ, ସମାଜ କିମ୍ବା ଆପଣ ଗଢ଼ୁଥିବା ଦୁନିଆକୁ ବଦଳାଇପାରିବ, ସେ ବିଷୟରେ ସେୟାର କରନ୍ତୁ।
b. ଆପଣଙ୍କ ଭିଡିଓ ଏହିପରି ଆରମ୍ଭ କରନ୍ତୁ: "ମେଁ ହୁଁ [ନାମ], [ସହର] ଔର ୟେ ହେ ମେରା ଫ୍ୟୁଚର୍ ୱିଥ୍ AI।
c. ଆପଣ ହିନ୍ଦୀ, ଇଂରାଜୀ କିମ୍ବା ଯେକୌଣସି ଆଞ୍ଚଳିକ ଭାଷାରେ କହିପାରିବେ।
2. ଆପଣଙ୍କ ରିଲ୍ ଅପଲୋଡ୍ କରନ୍ତୁ
a. ଏହାକୁ Instagram ରିଲ୍ , YouTube Shorts କିମ୍ବା Facebook ରେ ପୋଷ୍ଟ କରନ୍ତୁ।
b. କ୍ୟାମ୍ପେନ୍ ହ୍ୟାସଟ୍ୟାଗ୍ #MeraAIFuture ଯୋଡ଼ନ୍ତୁ।
c. ଆପଣଙ୍କ ପ୍ରୋଫାଇଲ୍/ପୋଷ୍ଟ ପବ୍ଲିକ୍ ରଖନ୍ତୁ ଯାହାଫଳରେ ଆପଣଙ୍କ ଏଣ୍ଟ୍ରି ଦେଖାଯାଇପାରିବ।
3. ସେୟାର କରନ୍ତୁ
a. ଆପଣଙ୍କ ବାର୍ତ୍ତାକୁ ଲାଇକ୍, ସେୟାର ଏବଂ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଜର ବନ୍ଧୁବାନ୍ଧବଙ୍କୁ ଉତ୍ସାହିତ କରନ୍ତୁ।

ମୂଲ୍ୟାଙ୍କନ ମାନଦଣ୍ଡ
1. ଆଇଡିଆର ମୌଳିକତା ଏବଂ ସୃଜନଶୀଳତା
2. ବିଷୟବସ୍ତୁ ସହ ପ୍ରାସଙ୍ଗିକତା (AI କିପରି ଆପଣଙ୍କ ଭବିଷ୍ୟତ ଗଢ଼େ)
3. ଯୋଗାଯୋଗ ଏବଂ କାହାଣୀ ବର୍ଣ୍ଣନାରେ ସ୍ପଷ୍ଟତା
4. ଭିଜୁଆଲ୍ ଏବଂ ବୈଷୟିକ ଗୁଣବତ୍ତା

ପୁରସ୍କାର:
Prize money for the top three winners:
1. First Prize: ₹10,000/- with an e-Certificate.
2. Second Prize: ₹5,000/- with an e-Certificate.
3. Third Prize: ₹3,000/- with an e-Certificate.
4. Top 20 Reels will be awarded with an e-Certificate.
5. Provision of exclusive passes for the winners to attend “invite-only” events during the India-AI Impact Summit 2026, including select high-level sessions (subject to availability and protocol clearance).
6. Stand a chance to get featured on IndiaAI social media handles, amplifying your reach nationwide.

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF - 120 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ, ଦୟାକରି ସିଧାସଳଖ ମନ୍ତ୍ରଣାଳୟ ୱେବସାଇଟ୍ ଲିଙ୍କ୍‌ରେ ଯୋଗାଯୋଗ କରନ୍ତୁ - https://indiaai.gov.in/

ଏହି କାର୍ଯ୍ୟ ଅଧୀନରେ ଥିବା ପ୍ରବିଷ୍ଟିଗୁଡିକ
789
ସମୁଦାୟ
0
ଅନୁମୋଦିତ
789
ସମୀକ୍ଷାଧିନ
Reset