ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପ୍ରାକୃତିକ ଜୀବନଶୈଳୀ ଉପରେ ସ୍ଳୋଗାନ ଲିଖନ ପ୍ରତିଯୋଗିତା

ପ୍ରାକୃତିକ ଜୀବନଶୈଳୀ ଉପରେ ସ୍ଳୋଗାନ ଲିଖନ ପ୍ରତିଯୋଗିତା
ଆରମ୍ଭ ତାରିଖ :
Nov 18, 2024
ଶେଷ ତାରିଖ :
Dec 16, 2024
23:45 PM IST (GMT +5.30 Hrs)

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ 2018 ମସିହାରୁ ପ୍ରତିବର୍ଷ ନଭେମ୍ବର 18କୁ ପ୍ରାକୃତିକ ଚିକିତ୍ସା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି, ଯାହା ସ୍ୱାସ୍ଥ୍ୟ ମାଧ୍ୟମରେ ଲୋକଙ୍କୁ ସଶକ୍ତ କରିବାର ପ୍ରତିଶ୍ରୁତିକୁ ...

ଆୟୁଷ ମନ୍ତ୍ରଣାଳୟଭାରତ ସରକାର 2018 ମସିହାରୁ ପ୍ରତିବର୍ଷ ନଭେମ୍ବର 18କୁ ପ୍ରାକୃତିକ ଚିକିତ୍ସା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି, ଯାହା ସ୍ୱାସ୍ଥ୍ୟ ମାଧ୍ୟମରେ ଲୋକଙ୍କୁ ସଶକ୍ତ କରିବାର ପ୍ରତିଶ୍ରୁତିକୁ ପ୍ରତିଫଳିତ କରେ, ଯାହା କି 18 ନଭେମ୍ବର 1945ରେ ଅଲ୍ ଇଣ୍ଡିଆ ନେଚର କ୍ୟୁର ଫାଉଣ୍ଡେସନ ଟ୍ରଷ୍ଟ ନାମରେ ପଞ୍ଜୀକୃତ ଦସ୍ତାବିଜର ପରିକଳ୍ପନା ଅଟେ, ଯେଉଁଦିନ ମହାତ୍ମା ଅଲ୍ ଇଣ୍ଡିଆ ନେଚର କ୍ୟୁର ଫାଉଣ୍ଡେସନ ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ହୋଇଥିଲେ ଏବଂ ଏହି ଦସ୍ତାବିଜରେ ସ୍ୱାକ୍ଷର କରିଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନେଚୁରୋପାଥି (NIN) 2018ରେ ଘୋଷଣା ହେବାର ପ୍ରଥମ ବର୍ଷରୁ ବହୁ ଉତ୍ସାହର ସହ ପ୍ରାକୃତିକ ଚିକିତ୍ସା ବା ନେଚୁରୋପାଥି ଦିବସ ପାଳନ କରିଆସୁଛି।

7ମ ପ୍ରାକୃତିକ ଚିକିତ୍ସା ଦିବସ ଅବସରରେ, ନେସନାଲ ଇନଷ୍ଟିଚ୍ୟୁଟ ଅଫ ନେଚୁରୋପାଥି ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ସ୍ଲୋଗାନ୍ ଲିଖିବା ପ୍ରତିଯୋଗିତା ଆୟୋଜନ କରୁଛି ଯାହାର ଥିମ୍ ହେଉଛି ସୁସ୍ଥ ବୟସ ବୃଦ୍ଧି ଏବଂ ଦୀର୍ଘାୟୁ ପାଇଁ ପ୍ରାକୃତିକ ଜୀବନଶୈଳୀ , ଏହା ସମସ୍ତ ଭାରତୀୟ ନାଗରିକ ପାଇଁ ଉଦ୍ଧିଷ୍ଟ ଏବଂ ଏଥିପାଇ ମାଇଁଗଭ୍ ପୋର୍ଟାଲ ମାଧ୍ୟମରେ ଆଗ୍ରହୀ ପ୍ରତିଯୋଗୀଙ୍କ ଠାରୁ ଏଣ୍ଟ୍ରି ଆହ୍ୱାନ କରାଯାଉଛି ।

ପରିଚୋଷ ବା ପୁରସ୍କାର:
1. 1ମ ପୁରସ୍କାର : ₹5,000/-
2. 2ୟ ପୁରସ୍କାର : ₹3,000/-
3. 3ୟ ପୁରସ୍କାର : ₹2,000/-

ଏଠାରେ କ୍ଲିକ୍ କରନ୍ତୁ ସର୍ତ୍ତାବଳୀ ଓ ନିୟମାବଳୀ ପାଇଁ PDF - 124 KB

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1307
ସମୁଦାୟ
194
ଅନୁମୋଦିତ
1113
ସମୀକ୍ଷାଧିନ