ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପଦ୍ମ ପୁରସ୍କାର 2022

ବ୍ୟାନର
हमारे पद्म

#PeoplesPadma ଆନ୍ଦୋଳନ ନିର୍ମାଣ ପାଇଁ ଜନଭାଗିଦାରୀରେ ଏକ ବଡ଼ ପରିବର୍ତନ କୁ ଦର୍ଶାଉଛି

ଗତ କିଛି ବର୍ଷ ଧରି ପଦ୍ମ ପୁରସ୍କାରରେ ମନୋନୀତ ବ୍ୟକ୍ତିବିଶେଷଙ୍କ କାର୍ୟ୍ୟକୁ ଅଧିକ ଗୁରୁତ୍ୱ ଦିଆୟାଉଛି, ସେମାନଙ୍କ ପରିଚୟକୁ ଅଧିକ ଗୁରୁତ୍ୱ ଦିଆୟାଉଛି। ବାସ୍ତବରେ ଏହି ନାମାଙ୍କନ ପ୍ରକ୍ରିୟାକୁ ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଥିଲା, ଯାହାଫଳରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା।

ତୃଣମୂଳସ୍ତରରେ ଆମର ପ୍ରକୃତ ନାୟକମାନଙ୍କୁ ଚିହ୍ନଟ କରି 2022 ପୁରସ୍କାର ସେମାନଙ୍କ ଅକ୍ଲାନ୍ତ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ କରୁଛି, ଯେଉଁମାନେ ନିଜ ସମ୍ପ୍ରଦାୟ ଏବଂ ସମାଜ ପାଇଁ ବ୍ୟାପକ ଭାବେ ସେବା ପ୍ରଦାନ କରୁଛନ୍ତି।

ଏହି ଐତିହାସିକ ଆନ୍ଦୋଳନରେ ସାମିଲ ହେବା ଏବଂ ଅଂଶଗ୍ରହଣ କରିବା ପାଇଁ ମାଇଗବ ନାଗରିକମାନଙ୍କ ପାଇଁ ଏକ ଅଭୂତପୂର୍ବ ସୁଯୋଗ ପ୍ରଦାନ କରିଛି ।

ନିଜ ପଦ୍ମ ନାୟକଙ୍କ ବିଷୟରେ ଜାଣିବା ପାଇଁ ଆଗକୁ ବଢ଼ନ୍ତୁ ଏବଂ ବିଭିନ୍ନ ଆକର୍ଷଣୀୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ପଦ୍ମ ପୁରସ୍କାର 2022ରେ ସାମିଲ ହୁଅନ୍ତୁ।

କାର୍ଯ୍ୟକଳାପ
ପଦ୍ମା କାର୍ଯ୍ୟକଳାପ
ପଦ୍ମ ପୁରସ୍କାର କୁଇଜ୍ 2022
ପଦ୍ମା କାର୍ଯ୍ୟକଳାପ
'ବାଲ୍ ଅଫ୍ ଉଇଶସ୍ 2022'
ପଦ୍ମା କାର୍ଯ୍ୟକଳାପ
2022ର ଆପଣଙ୍କ ପ୍ରେରଣାଦାୟୀ ପଦ୍ମ ନାୟକ କିଏ?