ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ମୋର ପ୍ରଥମ ଭୋଟ୍‌ - ଦେଶ ପାଇଁ

ବ୍ୟାନର

ମୋର ପ୍ରଥମ ଭୋଟ୍ ବିଷୟରେ

ଗଣତନ୍ତ୍ରର ପଥରେ ନିଜର ପ୍ରଥମ ପାଦ ଥାପିବାକୁ ଯାଉଥିବା କୋଟି କୋଟି ଯୁବ ଭାରତୀୟଙ୍କ ମଧ୍ୟରୁ ଆପଣ ମଧ୍ୟ ଜଣେ କି? ମୋର ପ୍ରଥମ ଭୋଟ୍‌ - ଦେଶ ପାଇଁ ଆପଣଙ୍କୁ ସ୍ୱାଗତ କରୁଛି ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ 18ତମ ଲୋକସଭା ନିର୍ବାଚନକୁ ।

ନିଜର 110ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଯୁବବର୍ଗଙ୍କୁ ବିଶେଷ କରି ପ୍ରଥମ ଥରର ଭୋଟର୍ ମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି ମୋର ପ୍ରଥମ ଭୋଟ୍‌ - ଦେଶ ପାଇଁ ଅଭିଯାନ ମାଧ୍ୟମରେ । ଆଗାମୀ ନିର୍ବାଚନର ଗୁରୁତ୍ୱ ବିଷୟରେ ଆଲୋକପାତ କରି, ସେ ଯୁବବର୍ଗଙ୍କୁ ଏହି ଅଭିଯାନର ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଭାଗନେବା ପାଇଁ ଉତ୍ସାହିତ କରିବା ପାଇଁ କହିଛନ୍ତି ।

ଆମର ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବା ସହିତ, ମୋର ପ୍ରଥମ ଭୋଟ୍‌ - ଦେଶ ପାଇଁ ଅଭିଯାନର ଉଦ୍ଦେଶ୍ୟ ହେଉଛି ଏକ ପ୍ରତିଯୋଗିତାମୂଳକ ତଥା ସହଭାଗୀ ପରିବେଶ ସୃଷ୍ଟି କରିବା ଯେଉଁଥିରେ ଯୁବବର୍ଗ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ମାଧ୍ୟମରେ ଆମ ଦେଶର ଭବିଷ୍ୟତର ପରିକଳ୍ପନା କରିପାରିବେ । ଆପଣଙ୍କ ପାଇଁ କ'ଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଦେଶ ପାଇଁ ଆପଣଙ୍କର ଆଶା ଏବଂ ଆପଣଙ୍କ ପ୍ରଥମ ଭୋଟ୍‌ରେ ଆପଣଙ୍କର କ୍ଷମତା ବିଷୟରେ ଜାଣିବା ପାଇଁ ଆମ ସହିତ ଯୋଗ ଦିଅନ୍ତୁ।

ମୋର ପ୍ରଥମ ଭୋଟ୍‌ - ଦେଶ ପାଇଁ କେବଳ ଏକ ଅଭିଯାନ ନୁହେଁ । ଏହା ଦେଶାତ୍ମବୋଧର ଏକ ଭାବନା, ଦାୟୀତ୍ୱବୋଧର ଏକ ଆହ୍ୱାନ, ଏବଂ ଦେଶର ଭାଗ୍ୟ ଗଢ଼ିବା ପାଇଁ ଆପଣଙ୍କ ଲାଗି ଏକ ସୁଯୋଗ ।

ଏହି ଆନ୍ଦୋଳନରେ ଯୋଗ ଦିଅନ୍ତୁ। ନିଜର ପ୍ରଥମ ଭୋଟ୍‌କୁ ଗୁରୁତ୍ତ୍ୱପୂର୍ଣ୍ଣ କରନ୍ତୁ। ଆସନ୍ତୁ ମିଳିମିଶି ଦେଶ ପାଇଁ ଏକ ନୂତନ ଅଧ୍ୟାୟ ଲେଖିବା !

ଭିଡ଼ିଓ ସଙ୍ଗୀତ

ମାଇଁଗଭ୍ କାର୍ଯ୍ୟକଳାପ

କାର୍ଯ୍ୟକଳାପ
ମୋର ପ୍ରଥମ ଭୋଟ୍, ଦେଶ ପାଇଁ
କାର୍ଯ୍ୟକଳାପ
ଭାରତର ଗଣତନ୍ତ୍ର ଉପରେ କୁଇଜ୍
କାର୍ଯ୍ୟକଳାପ
ଦେଶ୍ ହମାରା କୈସା ହୋ ଉପରେ ରିଲ୍ ତିଆରି ପ୍ରତିଯୋଗିତା
କାର୍ଯ୍ୟକଳାପ
ଦେଶ ହମାରା କୈସା ହୋ ଉପରେ ଏକ ପଡ୍‌କାଷ୍ଟ୍ ପ୍ରସ୍ତୁତ କରନ୍ତୁ
କାର୍ଯ୍ୟକଳାପ
ଦେଶ୍ ହମାରା କୈସା ହୋ ପାଇଁ ବ୍ଲଗ୍ ଆହ୍ୱାନ କରାଯାଉଛି