ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍‌-କିଷାନର 17ତମ କିସ୍ତି ପ୍ରଦାନ
ଭାରତର ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ
ଭାରତର ପ୍ରଧାନମନ୍ତ୍ରୀ
"କର୍ମଠ, ସମର୍ପିତ ଏବଂ ଦୃଢ଼ ସଙ୍କଳ୍ପର ଅଧିକାରୀ ନରେନ୍ଦ୍ର ମୋଦୀ ଶହେ କୋଟି ଭାରତୀୟଙ୍କ ଜୀବନରେ ଆଶାର କିରଣ ଭାବେ ଉଭା ହୋଇଛନ୍ତି ।"

ଶ୍ରୀ ନରେନ୍ଦ୍ର ମୋଦୀ ମେ 30, 2019ରେ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବରୁ 2014ରୁ 2019 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଅକ୍ଟୋବର 2001ରୁ ମେ 2014 ପର୍ଯ୍ୟନ୍ତର କାର୍ଯ୍ୟକାଳ ସହିତ ସେ ଗୁଜରାତର ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି। 2014 ଓ 2019 ଲୋକସଭା ନିର୍ବାଚନରେ ଶ୍ରୀ ମୋଦୀ ଭାରତୀୟ ଜନତା ପାର୍ଟିକୁ ଉଭୟ ଥର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରାଇବା ସହ ରେକର୍ଡ ବିଜୟ ହାସଲ କରିଥିଲେ। ଶେଷ ଥର କୌଣସି ରାଜନୈତିକ ଦଳ...

ଅଧିକ ପଢନ୍ତୁ