- ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ
- କ୍ରିଏଟିଭ କର୍ଣ୍ଣର
- ଦାଦରା ଓ ନଗର ହାବେଳୀ ୟୁଟି
- ଡାମନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ
- ପ୍ରଶାସନିକ ସଂସ୍କାର ଏବଂ ସାର୍ବଜନୀନ ଅଭିଯୋଗ ବିଭାଗ
- ବାୟୋଟେକ୍ନୋଲୋଜି ବିଭାଗ
- ବାଣିଜ୍ୟ ବିଭାଗ
- ଖାଉଟି କଲ୍ୟାଣ ବିଭାଗ
- ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ (DIPP)
- ଡାକ ବିଭାଗ
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ
- ଟେଲିକମ୍ ବିଭାଗ
- ଡିଜିଟାଲ ଇଣ୍ଡିଆ
- ଅର୍ଥନୈତିକ ବ୍ୟାପାର
- ଏକ ଭାରତ ଶ୍ରେଷ୍ଠ ଭାରତ
- ଶକ୍ତି ସଂରକ୍ଷଣ
- ବ୍ୟୟ ପରିଚାଳନା ଆୟୋଗ
- ଖାଦ୍ୟ ସୁରକ୍ଷା
- ଗାନ୍ଧୀ@150
- ଶିଶୁକନ୍ୟା ଶିକ୍ଷା
- ସରକାରୀ ବିଜ୍ଞାପନ
- ସବୁଜ ଭାରତ
- ଅତୁଲ୍ୟ ଭାରତ!
- ଇଣ୍ଡିଆ ଟେକ୍ସଟାଇଲ୍
- ଭାରତୀୟ ରେଳବାଇ
- ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ISRO
- ନିଯୁକ୍ତି ସୃଷ୍ଟି
- LiFE-21 ଦିନିକିଆ ଚ୍ୟାଲେଞ୍ଜ
- ମନ କି ବାତ୍
- ମାନୁଆଲ୍ ସ୍କେଭେଞ୍ଜିଂ-ମୁକ୍ତ ଭାରତ
- ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ
- କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
- ରସାୟନ ଓ ସାର ମନ୍ତ୍ରଣାଳୟ
- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
- କୋଇଲା ମନ୍ତ୍ରଣାଳୟ
- କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ
- ସଂସ୍କୃତି ମନ୍ତ୍ରାଣାଳୟ
- ପ୍ରତିରକ୍ଷା ମନ୍ତ୍ରଣାଳୟ
- ଭୂ-ବିଜ୍ଞାନ ମନ୍ତ୍ରଣାଳୟ
- ଶିକ୍ଷା ମନ୍ତ୍ରଣାଳୟ
- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ
- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
- ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
- ଅର୍ଥ ମନ୍ତ୍ରଣାଳୟ
- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ
- କେନ୍ଦ୍ର ଗୃହ ମନ୍ତ୍ରଣାଳୟ
- କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ
- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
- ଜଳଶକ୍ତି ମନ୍ତ୍ରଣାଳୟ
- ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
- କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ(MSME)
- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
- ଶକ୍ତି ମନ୍ତ୍ରଣାଳୟ
- ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
- ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ
- ଇସ୍ପାତ ମନ୍ତ୍ରଣାଳୟ
- ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
- ମାଇଁଗଭ୍ ଅଭିଯାନ - ସ୍ୱେଚ୍ଛାସେବୀ
- ନୂତନ ଶିକ୍ଷାନୀତି
- ନ୍ୟୁ ଇଣ୍ଡିଆ ଚାମ୍ପିଅନସିପ୍
- ନୀତି ଆୟୋଗ
- ଭାରତର ବିକାଶ ପାଇଁ ପ୍ରବାସୀ ଭାରତୀୟ (ଏନଆରଆଇ)
- ମୁକ୍ତ ମଞ୍ଚ
- ରାଜସ୍ୱ ଓ GST
- ଗ୍ରାମ୍ୟ ଉନ୍ନୟନ
- ସାଂସଦ ଆଦର୍ଶ ଗ୍ରାମ ଯୋଜନା
- ସକ୍ରିୟ ପଞ୍ଚାୟତ
- ଦକ୍ଷତା ବିକାଶ
- ସ୍ମାର୍ଟ ସିଟି
- ସ୍ପୋର୍ଟି ଇଣ୍ଡିଆ
- ସ୍ୱଚ୍ଛ ଭାରତ
- ଆଦିବାସୀ ବିକାଶ
- ଜଳବିଭାଜିକା ପରିଚାଳନା
- ଜାତି ନିର୍ମାଣ ପାଇଁ ଯୁବକ
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ (MoSPI)
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ (MoSPI) ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଏକ ଅନଲାଇନ ଲୋଗୋ ଡିଜାଇନିଂ ପ୍ରତିଯୋଗିତା ଆୟୋଜନ କରୁଛି । ଏଥିରେ ନାଗରିକମାନଙ୍କୁ ସେମାନଙ୍କର...
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ (MoSPI) ବର୍ତ୍ତମାନ ମାଇଁଗଭ୍, ସହଭାଗିତାରେ ଏକ ଅନଲାଇନ ଲୋଗୋ ଡିଜାଇନିଂ ପ୍ରତିଯୋଗିତା ଆୟୋଜନ କରୁଛି । ଏଥିରେ ନାଗରିକମାନଙ୍କୁ ସେମାନଙ୍କର ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରି ଏକ ସୁନ୍ଦର ଲୋଗୋ ପ୍ରସ୍ତୁତ କରିବାକୁ ଆହ୍ୱାନ କରାଯାଇଛି ଯାହା କେବଳ ସଠିକ୍ ପରିସଂଖ୍ୟାନ ପ୍ରତି ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ନାହିଁ ବରଂ ଜାତୀୟ ସ୍ତରରେ ମନ୍ତ୍ରଣାଳୟର ଉଦ୍ଦେଶ୍ୟ ଓ ପ୍ରଭାବ ଏବଂ ମନ୍ତ୍ରଣାଳୟର ଅର୍ଥ କ'ଣ ତାହା ମଧ୍ୟ ଦର୍ଶାଇବ । ଏହା ମନ୍ତ୍ରଣାଳୟର ଲୋକପ୍ରିୟତା ଏବଂ ବ୍ୟାପକ ପ୍ରଚାର ପ୍ରସାରରେ ସହାୟକ ହେବ । ମନୋନୀତ ସଂସ୍ଥାକୁ ସରକାରୀ ଲୋଗୋ ଭାବରେ ଗ୍ରହଣ କରାଯିବ, ଯାହାକୁ MoSPI ସରକାରୀ ଉଦ୍ଦେଶ୍ୟରେ ବ୍ୟବହାର କରିବ ।
ପରିତୋଷ
a. ଶେଷରେ ଚୟନ ହୋଇଥିବା ଲୋଗୋ ଡିଜାଇନରଙ୍କୁ ପୁରସ୍କାର ବାବଦରେ ମିଳିବ 20,000/- ଟଙ୍କା.
b. ବିଜେତାମାନଙ୍କୁ ପରିସଂଖ୍ୟାନ ଦିବସ 2024ରେ ସମ୍ବର୍ଦ୍ଧନା ଓ ପୁରସ୍କାର ଗ୍ରହଣ ପାଇଁ ଆମନ୍ତ୍ରିତ କରାଯିବ ।
ବୈଷୟିକ ମାନଦଣ୍ଡ
1. ପ୍ରତିଯୋଗୀମାନେ ଲୋଗୋକୁ କେବଳ JPEG / PNG / SVG / PDF ଫର୍ମାଟରେ ଅପଲୋଡ୍ କରିବେ.
2. ଲୋଗୋର ଡିଜାଇନ୍ ରଙ୍ଗହେବା ଆବଶ୍ୟକ । ଡିଜାଇନ କରାଯାଇଥିବା ଲୋଗୋ ଦାଖଲ ହେବ ଉଭୟ CMYK ଓ RGB ଫର୍ମାଟରେ। ଲୋଗୋର ଆକାର ପୋଟ୍ରେଟ୍ କିମ୍ବା ଲ୍ୟାଣ୍ଡସ୍କେପରେ 5cm*5cm ରୁ 60cm*60cm ପର୍ଯ୍ୟନ୍ତ ହୋଇପାରେ ।
3. ଏହି ଲୋଗୋ ୱେବ୍ସାଇଟ୍/ସାମାଜିକ ଗଣମାଧ୍ୟମ ଯେପରିକି Twitter / Facebook ଏବଂ ମୁଦ୍ରିତ ସାମଗ୍ରୀ ଯେପରିକି କଳାଧଳା ପ୍ରେସ୍ ବିଜ୍ଞପ୍ତି, ଷ୍ଟେସନାରୀ ଏବଂ ସାଇନେଜ, ଲେବଲ୍ ଇତ୍ୟାଦିରେ ବ୍ୟବହାର ଯୋଗ୍ୟ ହେବା ଆବଶ୍ୟକ।
4. ଏହି ଲୋଗୋଟି ଡିଜିଟାଲ ପ୍ଲାଟଫର୍ମରେ ଡିଜାଇନ୍ ହୋଇଥିବା ଆବଶ୍ୟକ । ବିଜେତାଙ୍କୁ ଡିଜାଇନର୍ ଅରିଜିନାଲ୍ ଓପନ ସୋର୍ସ ଫାଇଲ ପ୍ରଦାନ କରିବାକୁ ହେବ। ପ୍ରତିଯୋଗୀମାନେ ସୁନିଶ୍ଚିତ କରନ୍ତୁ ଯେ ଅରିଜିନାଲ ଡିଜାଇନ୍ ଦାଖଲ କରାଯାଇଛି।
5. ଫାଇଲଟି ହାଇ ରିଜୋଲ୍ୟୁସନ ବିଶିଷ୍ଟ ହେବା ଉଚିତ୍ ଯାହା 100% ଆକାରରେ ଅତିକମ୍ରେ ଇଞ୍ଚ ପ୍ରତି 300 ପିକ୍ସେଲ ହେବ ।
6. ଯେତେବେଳେ 100% ପରଦାରେ ଦେଖାଯିବ ଫାଇଲଟି ସ୍ପଷ୍ଟ ଦେଖାଯିବା ଉଚିତ (ପିକ୍ସିଲେଟେଡ କିମ୍ବା ବିଟ-ମାପ ହୋଇଥିବା ନୁହଁ).
7. ସଙ୍କୁଚିତ କିମ୍ବା ସେଲ୍ଫ-ଏକ୍ସଟ୍ରାକ୍ଟଟିଂ ଫର୍ମାଟରେ ଏଣ୍ଟ୍ରି ଦାଖଲ କରନ୍ତୁ ନାହିଁ।
ଚୟନ ପ୍ରକ୍ରିୟା
1. ନିର୍ଦ୍ଧାରିତ ତାରିଖ ସୁଦ୍ଧା ମିଳିଥିବା ଏବଂ କ୍ରମରେ ମିଳିଥିବା ସମସ୍ତ ଏଣ୍ଟ୍ରିକୁ ବିଚାରପତିମାନଙ୍କର ଏକ କମିଟି ଦ୍ୱାରା ମୂଲ୍ୟାୟନ କରାଯିବ। କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ। ଏହି କମିଟି ଏଣ୍ଟ୍ରିଗୁଡ଼ିକୁ ଚୟନ କରିବ ଏବଂ ଯଦି କୌଣସି ଏଣ୍ଟ୍ରି ଉପଯୁକ୍ତ ପ୍ରମାଣିତ ହୁଏ ତେବେ ବିଜେତା ସ୍ଥିର କରିବ।
2. ଏଣ୍ଟ୍ରିଗୁଡ଼ିକ ସୃଜନଶୀଳତା, ମୌଳିକତା, ରଚନା, ବୈଷୟିକ ଉତ୍କର୍ଷତା, ସରଳତା, କଳାତ୍ମକ ଯୋଗ୍ୟତା ଏବଂ ଦୃଶ୍ୟ ପ୍ରଭାବର ମାନଦଣ୍ଡ ଏବଂ ସେଗୁଡ଼ିକ MoSPIର ପରିକଳ୍ପନାକୁ କେତେ ଭଲ ଭାବରେ ପ୍ରସ୍ଫୁଟିତ କରନ୍ତି ତାହା ଉପରେ ଆଧାର କରି ବିଚାର କରାଯିବ । ବିଜେତା ଘୋଷଣା ବ୍ଲଗ୍ (blog.mygov.in) ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ। ବିଜେତା ଭାବେ ଚୟନ ହୋଇନଥିବା ପ୍ରତିଯୋଗୀଙ୍କ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ।
3. MoSPI ଏହି ପ୍ରତିଯୋଗିତାର ପ୍ରତିକ୍ରିୟାରେ ମିଳିଥିବା ଲୋଗୋର ମୂଲ୍ୟାଙ୍କନ ପାଇଁ କୌଣସି ପ୍ରାସଙ୍ଗିକ ମାନଦଣ୍ଡକୁ ନିଜ ଏକକ ବିଚାର ଓ ନିର୍ଦ୍ଧାରଣରେ ଯୋଡ଼ିପାରିବେ/ ହଟାଇପାରିବେ।
4. ମୂଲ୍ୟାୟନ ପଦ୍ଧତି ଏବଂ ଲୋଗୋଗୁଡ଼ିକୁ ଶର୍ଟଲିଷ୍ଟ୍ କରିବାରେ MoSPI ର ନିଷ୍ପତ୍ତି ଚୂଡ଼ାନ୍ତ ହେବ; ଚୟନ କମିଟିର କୌଣସି ନିଷ୍ପତ୍ତି ଉପରେ କୌଣସି ପ୍ରତିଯୋଗୀଙ୍କୁ ସ୍ପଷ୍ଟୀକରଣ ଦିଆଯିବ ନାହିଁ।
5. MoSPI କୌଣସି କାରଣ ନ ଦର୍ଶାଇ କୌଣସି ବା ସମସ୍ତ ଲୋଗୋକୁ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିବାର ଅଧିକାର ସୁରକ୍ଷିତ ରଖିଥାଏ।
6. ଲୋଗୋ ପାଇଁ କେବଳ ଜଣେ ବିଜେତା ରହିବେ।
7. ବିଜେତାଙ୍କୁ ଡିଜାଇନ କରାଯାଇଥିବା ଲୋଗୋର ମୂଳ ଓପନ ସୋର୍ସ ଫାଇଲ ପ୍ରଦାନ କରିବାକୁ ହେବ।
ନିୟମ ଓ ସର୍ତ୍ତାବଳୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ (PDF 46 KB)