ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଅନ୍ତର୍ଜାତୀୟ ଯୋଗ ଦିବସ 2024 ଜିଙ୍ଗଲ ପ୍ରତିଯୋଗିତା

ଅନ୍ତର୍ଜାତୀୟ ଯୋଗ ଦିବସ 2024 ଜିଙ୍ଗଲ ପ୍ରତିଯୋଗିତା
ଆରମ୍ଭ ତାରିଖ :
Jun 10, 2024
ଶେଷ ତାରିଖ :
Jun 30, 2024
23:45 PM IST (GMT +5.30 Hrs)
Submission Closed

ଆୟୁଷ ମନ୍ତ୍ରଣାଳୟ (MoA) ବର୍ତ୍ତମାନ ମାଇଁଗଭ୍‌ ସହଭାଗିତାରେ ଜନସାଧାରଣଙ୍କୁ ଏକ ଜିଙ୍ଗଲ ଲେଖିବା ଓ କମ୍ପୋଜ କରିବା ପାଇଁ ଆହ୍ୱାନ କରୁଛି। ଜିଙ୍ଗଲ୍ ଉପଯୁକ୍ତ, ପ୍ରାସଙ୍ଗିକ ଓ ଆକର୍ଷଣୀୟ ହେବା ଉଚିତ। ସବୁ ବୟସର ଲୋକଙ୍କ ମଧ୍ୟରେ ...

ଆୟୁଷ ମନ୍ତ୍ରଣାଳୟ (MoA) , ବର୍ତ୍ତମାନ ମାଇଁଗଭ୍ ସହଭାଗିତାରେ ଜନସାଧାରଣଙ୍କୁ ଏକ ଜିଙ୍ଗଲ ଲେଖିବା ଓ କମ୍ପୋଜ କରିବା ପାଇଁ ଆହ୍ୱାନ କରୁଛି। ଜିଙ୍ଗଲ୍ ଉପଯୁକ୍ତ, ପ୍ରାସଙ୍ଗିକ ଓ ଆକର୍ଷଣୀୟ ହେବା ଉଚିତ। ସବୁ ବୟସର ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ଗ୍ରହଣ କରିବା ଲାଗି ପ୍ରୟାସ କରିବା ଆବଶ୍ୟକ। ଏହା ଯୋଗର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିବା ଉଚିତ ଯାହା ଯୋଗ ଦ୍ୱାରା ସମୁଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣ, ବିଶେଷ କରି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ। ଏହା 2024 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ଲାଗି ଲୋକମାନଙ୍କୁ ସେମାନଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ। ଯୋଗ, ଆନ୍ତର୍ଜାତିକ ଯୋଗ ଦିବସ ଏବଂ MoA ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅଧିକ ସୂଚନା ପାଇବା ପାଇଁ ପ୍ରତିଯୋଗୀମାନେ ଭିଜିଟ୍ କରନ୍ତୁ https://yoga.ayush.gov.in/

ଏଥିରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଏବଂ ଚାପ ଦୂର କରିବା, କାର୍ଯ୍ୟକ୍ଷେତ୍ରରେ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ଯୋଗର ନିୟମିତ ଅଭ୍ୟାସର ଗୁରୁତ୍ୱ ଭଳି ଦିଗକୁ ସାମିଲ କରାଯାଇପାରିବ।

ପ୍ରତିଯୋଗିତାର ସଂକ୍ଷିପ୍ତ ବିବରଣୀ:
ପ୍ରତିଯୋଗୀମାନେ ଇଂରାଜୀ ସହ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଉଲ୍ଲେଖ କରାଯାଇଥିବା ଯେକୌଣସି ଆଧିକାରିକ ଭାରତୀୟ ଭାଷାରେ ଏକ ସ୍କ୍ରିପ୍ଟ ଏବଂ 25-30 ସେକେଣ୍ଡର ଏକ ଜିଙ୍ଗଲ ପ୍ରଦାନ କରିବେ ଯାହା ସହଜରେ ବୋଧଗମ୍ୟ ହେବା ସହ ଉତ୍ସାହଜନକ ହେବ ଏବଂ ଯାହା ଜନସାଧାରଣଙ୍କ ସହିତ ବ୍ୟାପକ ଭାବେ ଯୋଡି ହୋଇପାରିବ ।

ପ୍ରତିଯୋଗୀମାନେ ନିଜର ଏଣ୍ଟ୍ରିକୁ ଏକ ଉଚ୍ଚମାନର ଅଡିଓ ଫାଇଲ ଭାବେ ଯେକୌଣସି ମିଡିଆ ପ୍ଲାଟଫର୍ମ ଯଥା SoundCloud, YouTube, Google Drive, Dropbox ଆଦିରେ ଅପ୍‌ଲୋଡ୍ କରିବା ସହ କମେଣ୍ଟ ସେକ୍ସନରେ ସାର୍ବଜନିକ ଭାବେ ଉପଲବ୍ଧ ଲିଙ୍କକୁ ଏଣ୍ଟ୍ରି କରିବା ଆବଶ୍ୟକ। ଏଥିସହ ସ୍କ୍ରିପ୍ଟକୁ PDF ଡକ୍ୟୁମେଣ୍ଟ ଆକାରରେ ଦାଖଲ କରିବା ଆବଶ୍ୟକ।

ପରିତୋଷ:
ଗୋଟିଏ ବିଜେତା ଏଣ୍ଟ୍ରିକୁ 25,000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। PDF(427 KB)

ଏହି ମନ୍ତ୍ରଣାଳୟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ପାଇଁ, ଦୟାକରି ମନ୍ତ୍ରଣାଳୟ ୱେବ୍‌ସାଇଟ ଲିଙ୍କରେ ସିଧାସଳଖ ଯୋଗାଯୋଗ କରନ୍ତୁ।

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
3947
ସମୁଦାୟ
1934
ଅନୁମୋଦିତ
2013
ସମୀକ୍ଷାଧିନ
Reset
Showing 1934 Submission(s)
Govind Lele
Baas Image 800
Sankalp Lele 2 days 19 hours ago

Dear Sir/Ma'am
Please find my submission .wav file format. through the link given below

https://drive.google.com/file/d/1cSncWvppSJAPZkYfNPFe1hydIHuUmL4m/view?usp=drive_link

Dear Judge, the sound quality is poor as it is recorded on my phone by myself.
Thank You

GayatriSalvi_1
Baas Image 54360
GayatriSalvi 2 days 19 hours ago

हम सब ने ये ठाना है 💪
योग से रोग भगाना हैं ✊

mygov_1719768623129353691
akankshachaurishiya
Baas Image 1670
Akanksha Chaurishiya 2 days 19 hours ago

योग से हो जाए फिट, मन और तन दोनों हिट।
रोज़ करे योग का अभ्यास, दिखाये सबको अपना राज़।
योग, योग आओ सबको समझाओ, स्वस्थ रहो, खुश रहो, सबको योग सिखाओ।

Govind Lele
Baas Image 800
Sankalp Lele 2 days 19 hours ago

Dear Sir/Ma'am
Please find my submission .wav file format. through the link given below

https://drive.google.com/file/d/1sjmUuyw1oys0zLLCF1XyjnCKrATs1rKP/view?usp=drive_link

Dear Judge, The production quality is poor as it is all recorded on my mobile phone . I apologize for it.

arnavapandey_2
Baas Image 600
Arnava Pandey 2 days 20 hours ago

Hey here is the song I recorder let me give you the link first

https://youtu.be/KM0gau4rp8U?si=4PPPoCTFS-Tv1ZQq

this whole song is sung by me and my mother aren't we good singers all the music you hear is made my me on bandlab by hand no other help please. and at last here's the script

also I have uploaded the video on YouTube as you asked to do it and gave the link too the script is is this pdf

devangpatel.12@gmail.com
Baas Image 1880
Devang Patel 2 days 20 hours ago

Hi I've written the jingle and recored a song and shred a link.please check. Thank you.
Song link:
https://drive.google.com/file/d/1xeweug2KfeXk3rAAiz9dynm13hzLv2tK/view?usp=drive_link