ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ମୋ ତ୍ରିରଙ୍ଗା ଯାତ୍ରା ରିଲ୍ ପ୍ରତିଯୋଗିତା

ମୋ ତ୍ରିରଙ୍ଗା ଯାତ୍ରା ରିଲ୍ ପ୍ରତିଯୋଗିତା
ଆରମ୍ଭ ତାରିଖ :
Aug 09, 2024
ଶେଷ ତାରିଖ :
Aug 31, 2024
23:45 PM IST (GMT +5.30 Hrs)
ସବମିଶନ ବନ୍ଦ

ସଂସ୍କୃତି ମନ୍ତ୍ରଣାଳୟ ମାଇଁଗଭ୍‌ ସହଭାଗିତାରେ 'ହର ଘର ତ୍ରିରଙ୍ଗା' ଅଭିଯାନର ଅଂଶବିଶେଷ ସ୍ୱରୂପ 'ମୋ ତ୍ରିରଙ୍ଗା ଯାତ୍ରା ରିଲ୍ ପ୍ରତିଯୋଗିତା' ଆୟୋଜନ କରୁଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ...

ସଂସ୍କୃତି ମନ୍ତ୍ରଣାଳୟ, ମାଇଁଗଭ୍‌ ସହଭାଗିତାରେ, ଆୟୋଜନ କରୁଛି "ମୋ ତ୍ରିରଙ୍ଗା ଯାତ୍ରା ରିଲ୍ ପ୍ରତିଯୋଗିତା 'ହର ଘର ତ୍ରିରଙ୍ଗା' ଅଭିଯାନର ଅଂଶବିଶେଷ ଭାବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ନାଗରିକମାନଙ୍କୁ ସେମାନଙ୍କ ଦେଶଭକ୍ତି ଏବଂ ଜାତୀୟ ଗୌରବକୁ ସୃଜନାତ୍ମକ ଭାବେ ପ୍ରଦର୍ଶିତ କରିବା ପାଇଁ ଆହ୍ୱାନ କରାଯାଉଛି ଯାହାର ବିଷୟବସ୍ତୁ ହେଉଛି "ହର ଘର ତ୍ରିରଙ୍ଗା। "

ମାର୍ଗଦର୍ଶିକା:
ଏକ ଛୋଟ ରିଲ୍ ତିଆରି କରନ୍ତୁ (60 ସେକେଣ୍ଡ ମଧ୍ୟରେ) ଯାହା ସୃଜନଶୀଳ ଭାବରେ "ହର ଘର ତ୍ରିରଙ୍ଗା" ବିଷୟବସ୍ତୁକୁ ଉପସ୍ଥାପନ କରିବ ।
ଏଥିରେ ପତାକା କିଣିବା ଏବଂ ଏହାକୁ ଉତ୍ତୋଳନ କରିବା ଠାରୁ ଆରମ୍ଭ କରି ଆପଣଙ୍କ ଘରକୁ ସଜାଇବା ପର୍ଯ୍ୟନ୍ତ ଆପଣଙ୍କ ବ୍ୟକ୍ତିଗତ ଯାତ୍ରାର ଝଲକ, ଆପଣ ଏବଂ ଆପଣଙ୍କ ପରିବାର ପାଇଁ ତ୍ରିରଙ୍ଗାର ମହତ୍ତ୍ୱ ଜଣାଇବା ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇପାରେ ।
ଅଧିକ ଆକର୍ଷଣୀୟ ଉପସ୍ଥାପନା ପାଇଁ ଦେଶାତ୍ମବୋଧକ ଗୀତ, ସଂଗୀତ ଓ ଇଫେକ୍ଟ ବ୍ୟବହାର କରନ୍ତୁ ।
ତ୍ରିରଙ୍ଗାକୁ ସର୍ବଦା ସମ୍ମାନର ସହ ବ୍ୟବହାର କରନ୍ତୁ ।

ପରିତୋଷ:
ଶ୍ରେଷ୍ଠ 50ଟି ଏଣ୍ଟ୍ରିକୁ 2000/- ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଏବଂ ମାଇଁଗଭ୍‌ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫିଚର ହେବାର ସୁଯୋଗ ମଧ୍ୟ ପାଇପାରିବେ।

ଏହି କାର୍ଯ୍ୟରେ ସାମିଲ ହେବା ହେଉଛି ଭାରତର ସ୍ୱାଧୀନତାକୁ ପାଳନ କରିବା, ତିରଙ୍ଗାକୁ ସମ୍ମାନ ଦେବା, ଜାତୀୟ ଗୌରବରେ ଏକଜୁଟ ହେବାର ଏକ ସୁନ୍ଦର ଉପାୟ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF 131KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
1060
ସମୁଦାୟ
62
ଅନୁମୋଦିତ
998
ସମୀକ୍ଷାଧିନ