ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

କବିତା ରଚନା ପ୍ରତିଯୋଗିତା - NCWର ଅରୁଣିମା ପତ୍ରିକା

କବିତା ରଚନା ପ୍ରତିଯୋଗିତା - NCWର ଅରୁଣିମା ପତ୍ରିକା
ଆରମ୍ଭ ତାରିଖ :
Jul 25, 2024
ଶେଷ ତାରିଖ :
Aug 17, 2024
23:45 PM IST (GMT +5.30 Hrs)
Submission Closed

ଜାତୀୟ ମହିଳା ଆୟୋଗ ଅଧିନିୟମ, 1990 ଅନୁଯାୟୀ, ଜାତୀୟ ମହିଳା ଆୟୋଗ (NCW) 31 ଜାନୁଆରୀ 1992ରେ ମହିଳାଙ୍କ ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା ଓ ...

ଜାତୀୟ ମହିଳା ଆୟୋଗ ଅଧିନିୟମ, 1990 ଅନୁଯାୟୀ, ଜାତୀୟ ମହିଳା ଆୟୋଗ (NCW) 31 ଜାନୁଆରୀ 1992 ରେ ମହିଳାଙ୍କ ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଏକ ବୈଧାନିକ ସଂସ୍ଥା ଭାବରେ ଗଠିତ ହୋଇଥିଲା । ସେମିନାର, ୱେବିନାର, ପରାମର୍ଶ, ଶୁଣାଣି, ବିଭିନ୍ନ ସରକାରୀ, ସାମାଜିକ, ବେସରକାରୀ ସଂଗଠନ, ଭାଗିଦାର, ପୋଲିସ ବିଭାଗ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କ ସହିତ ବୈଠକ ଓ ସମ୍ମିଳନୀ ମାଧ୍ୟମରେ ମହିଳାଙ୍କ ବିକାଶ ପାଇଁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଏହା ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାଏ ।
ଏ ଦିଗରେ ଆଉ ଏକ ପଦକ୍ଷେପ ନେଇ ଜାତୀୟ ମହିଳା ଆୟୋଗ ଏହାର ହିନ୍ଦୀ ପତ୍ରିକା ଅରୁଣିମାର ତୃତୀୟ ସଂସ୍କରଣ ପ୍ରକାଶ କରୁଛି। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ରେଖା ଶର୍ମା ଏହି ପତ୍ରିକାକୁ ବହୁମୁଖୀ କରିବା ପାଇଁ ମହିଳାଙ୍କ ସହ ଜଡ଼ିତ ବିଷୟଉପରେ ବିଭିନ୍ନ କଲେଜ/ବିଶ୍ୱବିଦ୍ୟାଳୟରେ ପଢୁଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ମତାମତକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେଣୁ ଜାତୀୟ ମହିଳା ଆୟୋଗ ମାଇଁଗଭ୍‌ ସହଭାଗିତାରେ ଏକ ସ୍ୱ-ଲିଖିତ କବିତା ଲିଖନ ପ୍ରତିଯୋଗିତା ଆୟୋଜନ କରୁଛି, ଯେଉଁଥିରେ ସମସ୍ତ କଲେଜ ଛାତ୍ରୀଛାତ୍ରଙ୍କୁ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ କବିତା ରୂପରେ ସେମାନଙ୍କ ଭାବନା ଓ ଦୃଷ୍ଟିକୋଣ ପ୍ରକାଶ କରିବାକୁ ଆମନ୍ତ୍ରଣ କରାଯାଇଛି:

1. ମହିଳାଙ୍କ ସହ ଜଡିତ ସମସ୍ୟା
2. ମହିଳା ସଶକ୍ତିକରଣ ଓ ନାରୀ ଶିକ୍ଷା: ପରିବର୍ତ୍ତନ ମଧ୍ୟ ଆବଶ୍ୟକ
3. ସମାଜରେ ମହିଳାଙ୍କ ଅବଦାନ ଓ ଦାୟିତ୍ୱ

ବୈଷୟିକ ମାନଦଣ୍ଡ
1. ରଚନାର ଭାଷା ହିନ୍ଦୀ ହେବା ଆବଶ୍ୟକ, ଏବଂ ସେଗୁଡ଼ିକ ୟୁନିକୋଡ୍ ଫଣ୍ଟରେ ଟାଇପ୍ ହେବା ଆବଶ୍ୟକ।
2. କବିତା ରଚନା ସ୍ୱୟଂ ରଚିତ ଓ ମୌଳିକ ହେବା ଉଚିତ ଏବଂ କେବଳ ଉପରୋକ୍ତ ବିଷୟ ଉପରେ ହେବା ଉଚିତ।
3. କବିତାର ଶୀର୍ଷକ ରହିବା ଆବଶ୍ୟକ ଏବଂ ଏହା 500-750 ଶବ୍ଦ (ଶୀର୍ଷକକୁ ବାଦ୍ ଦେଇ) ମଧ୍ୟରେ ହେବା ଆବଶ୍ୟକ ।

ପରିତୋଷ:
ମନୋନୀତ ଏଣ୍ଟ୍ରିକୁ ନଗଦ 1500/- ଟଙ୍କା କିମ୍ବା ସେହି ମୂଲ୍ୟର ପୁରସ୍କାର ପ୍ରଦାନ କରାଯିବ
ଶ୍ରେଷ୍ଠ ଏଣ୍ଟ୍ରିଗୁଡ଼ିକ ପ୍ରକାଶିତ ହେବ ଜାତୀୟ ମହିଳା ଆୟୋଗର ହିନ୍ଦୀ ପତ୍ରିକା
ଅରୁଣିମାର ତୃତୀୟ ସଂସ୍କରଣରେ ।

ନିୟମ ଓ ସର୍ତ୍ତାବଳୀ ପାଇଁ, ଏଠାରେ କ୍ଲିକ୍ କରନ୍ତୁ(PDF 120KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
542
ସମୁଦାୟ
75
ଅନୁମୋଦିତ
467
ସମୀକ୍ଷାଧିନ
Reset
Showing 75 Submission(s)
Aarvsharma_1
Aarvsharma 1 month 1 day ago

Her tale reminds us all to see,
The power within to set us free,
To break the chains, to lift the veil,
And let our spirits blaze and sail.

In every line and every word,
Her message strong, her voice is heard,
Arunima’s triumph, bold and grand,
A beacon shining through the land.

Aarvsharma_1
Aarvsharma 1 month 1 day ago

Her village saw a new sunrise,
As girls looked up with hopeful eyes,
In classrooms filled with knowledge bright,
They found their wings, took graceful flight.

The magazine bears witness true,
To Arunima’s work, her vision new,
A champion of dreams and light,
She turns the darkened skies to bright.

For every girl who dares to dream,
In Arunima’s name, they find a beam,
A story of hope, resilience, might,
In pages of the NCW’s light.

Aarvsharma_1
Aarvsharma 1 month 1 day ago

**Title: Arunima’s Vision**

In pages bright, her story glows,
On NCW’s magazine, the tale unfolds,
Arunima, a name of grace,
With strength and hope, she lights the place.

From humble roots, her journey starts,
With dreams of change within her heart,
Against the odds, she rises high,
With vision clear and spirits nigh.

Through darkest nights and trials deep,
Her dreams were sown, her promises keep,
An engineer, she carved her way,
And sparked the dawn of brighter days.

  •