ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ତ୍ରିରଙ୍ଗା ସହ ସେଲ୍ଫି

ତ୍ରିରଙ୍ଗା ସହ ସେଲ୍ଫି
ଆରମ୍ଭ ତାରିଖ :
Aug 09, 2024
ଶେଷ ତାରିଖ :
Aug 31, 2024
23:45 PM IST (GMT +5.30 Hrs)
ସବମିଶନ ବନ୍ଦ

ଭାରତର ସ୍ୱାଧୀନତାକୁ ପାଳନ କରିବା ପାଇଁ ଏବଂ ହର ଘର ତ୍ରିରଙ୍ଗା ଅଭିଯାନର ଏକ ଅଂଶ ଭାବରେ ସଂସ୍କୃତି ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ ...

ଭାରତର ସ୍ୱାଧୀନତାକୁ ପାଳନ କରିବା ପାଇଁ ଏବଂ ହର ଘର ତ୍ରିରଙ୍ଗା ଅଭିଯାନର ଏକ ଅଂଶ ଭାବରେ ସଂସ୍କୃତି ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ, ଆୟୋଜନ କରୁଛି ତ୍ରିରଙ୍ଗା ସହିତ ସେଲ୍ଫି ପ୍ରତିଯୋଗିତାଭାରତୀୟ ଜାତୀୟ ପତାକା ସହ ସେଲ୍ଫି ନେଇ ନିଜର ଦେଶାତ୍ମବୋଧକ ଭାବନାକୁ କଏଦ କରିବା ଏବଂ ସଭିଙ୍କ ସହ ବାଣ୍ଟିବା ପାଇଁ ଏହି ପଦକ୍ଷେପ ସାରା ଦେଶର ନାଗରିକମାନଙ୍କୁ ଆମନ୍ତ୍ରଣ କରିଥାଏ ।

ଆପଣ ଘରେ ଥାଆନ୍ତୁ, କୌଣସି ଲ୍ୟାଣ୍ଡମାର୍କରେ ଥାଆନ୍ତୁ, କିମ୍ବା କୌଣସି ଗୋଷ୍ଠୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ, ଆମେ ଆପଣଙ୍କୁ ଆପଣଙ୍କ ଫଟୋରେ ତ୍ରିରଙ୍ଗା ସହିତ ନିଜର ଗୌରବ ଏବଂ ସୃଜନଶୀଳତା ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରୁଛୁ।

ପରିତୋଷ: ମାଇଁଗଭ୍‌ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶ୍ରେଷ୍ଠ ସେଲ୍ଫିକୁ ପ୍ରଦର୍ଶିତ କରାଯିବ ।

ଆସନ୍ତୁ ଆମେ ଆମର ଜାତୀୟ ପ୍ରତୀକର ଉତ୍ସବ ପାଳନ କରିବା ଏବଂ ଭାରତର ସ୍ୱାଧୀନତାକୁ ଗର୍ବର ସହ ସମ୍ମାନ ଦେବା।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 123 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
6720
ସମୁଦାୟ
99
ଅନୁମୋଦିତ
6621
ସମୀକ୍ଷାଧିନ