ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

'ମୋ ଆୟକର, ମୋ ଗୌରବ' ସ୍ଲୋଗାନ୍ ଲିଖନ ପ୍ରତିଯୋଗିତା

'ମୋ ଆୟକର, ମୋ ଗୌରବ' ସ୍ଲୋଗାନ୍ ଲିଖନ ପ୍ରତିଯୋଗିତା
ଆରମ୍ଭ ତାରିଖ:
Jun 05, 2024
ଶେଷ ତାରିଖ:
Jul 07, 2024
23:45 PM IST (GMT +5.30 Hrs)

ଭିତ୍ତିଭୂମି ବିକାଶ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଜନସେବା ପାଇଁ ସରକାରଙ୍କୁ ଅତ୍ୟାବଶ୍ୟକ ରାଜସ୍ୱ ପ୍ରଦାନ କରି ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଆୟକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଭିତ୍ତିଭୂମି ବିକାଶ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଜନସେବା ପାଇଁ ସରକାରଙ୍କୁ ଅତ୍ୟାବଶ୍ୟକ ରାଜସ୍ୱ ପ୍ରଦାନ କରି ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଆୟକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଦେଶର ଆୟକର ବିଭାଗ, ବର୍ତ୍ତମାନ ମାଇଁଗଭ୍, ସହଭାଗିତାରେ ଏହି ପ୍ରତିଯୋଗିତା ଆରମ୍ଭ କିରିବାକୁ ଯାଉଛି, ଯାହା ଦ୍ୱାରା ଏହା ଟିକସଦାତାଙ୍କ ଭିତ୍ତିଭୂମିକୁ ବ୍ୟାପକ କରିବା ଏବଂ ରାଜସ୍ୱ ଆଦାୟ ମାଧ୍ୟମରେ ଜାତୀୟ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବ୍ୟାପକ ଜନସାଧାରଣଙ୍କ ସହ ଯୋଡ଼ି ହେବ । ଏକ ସର୍ବଭାରତୀୟ ସ୍ଲୋଗାନ ଲିଖନ ପ୍ରତିଯୋଗିତା "ମୋ ଆୟକର, ମୋ ଗୌରବ" (“मेरा आयकर, मेरा गर्व”) aims to generate enthusiasm among taxpayers and instill a sense of pride and belonging in them. The contest is in English and Hindi language.

ପରିତୋଷ / ପୁରସ୍କାର:
1) ଉଭୟ ଭାଷାର ଶ୍ରେଷ୍ଠ ତିନୋଟି ସ୍ଲୋଗାନକୁ 11000/- ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ। ଉଭୟ ଭାଷାରେ 1000 ଟଙ୍କା ଲେଖାଏଁ 10ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ।
2) ପ୍ରତ୍ୟେକ ଭାଷାରେ ଶୀର୍ଷ 3ଟି ସ୍ଲୋଗାନ ଦେଇଥିବା ପ୍ରତିଯୋଗୀଙ୍କୁ ଜୁଲାଇ 24, 2024ରେ ଭାରତର ନୂଆଦିଲ୍ଲୀରେ ଆୟକର ଦିବସ ପାଳନ ଅବସରରେ ସମ୍ମାନିତ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ । (333 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
2556
ସମୁଦାୟ
519
ଅନୁମୋଦିତ
2037
ସମୀକ୍ଷାଧୀନ
Reset