ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଅନ୍ତର୍ଜାତୀୟ ଯୋଗ ଦିବସ 2024

ବ୍ୟାନର

ଏହି ଶତାବ୍ଦୀରେ ଆମେ ଅନୁଭବ କରୁଛୁ ଯେ ଯୋଗ ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିଛି
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ହେଉଛି ଯୋଗ, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି । "ଯୋଗ" ଶବ୍ଦଟି ସଂସ୍କୃତ ମୂଳ ଯୁଗରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "ମିଶାଇବା", "ଯୋଡ଼ିବା" କିମ୍ବା "ଏକାଠି ହେବା", ଯାହା ମନ ଓ ଶରୀର; ଚେତନା ଓ କାର୍ଯ୍ୟ; ସଂଯମ ଓ ପରିପୂର୍ଣ୍ଣତା; ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ସମନ୍ୱୟର ଏକତାର ପ୍ରତୀକ, ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଜୁନ୍ 21 କୁ ଜାତିସଂଘ ସାଧାରଣ ସଭା ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା । UNGA ଏହାର ପ୍ରସ୍ତାବରେ ଅନୁମୋଦନ କରିଛି ଯେ "ଯୋଗ ଜୀବନର ସମସ୍ତ ଦିଗ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହିତ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରେ । ଯୋଗାଭ୍ୟାସର ଉପକାରିତା ବିଷୟରେ ସୂଚନାର ବ୍ୟାପକ ପ୍ରସାର ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ।" ଏହା ସାମଗ୍ରିକ ସ୍ୱାସ୍ଥ୍ୟ ବିପ୍ଳବର ଏକ ଯୁଗ ସୃଷ୍ଟି କରିଥିଲା ଯେଉଁଥିରେ ଚିକିତ୍ସା ଅପେକ୍ଷା ପ୍ରତିରୋଧ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା ।

ଶତାବ୍ଦୀ ପୂର୍ବେ ଅନ୍ୟତମ ଲୋକପ୍ରିୟ ସଂସ୍କୃତ କବି ଭର୍ତ୍ତୃହରି ଯୋଗର ବିଶେଷତ୍ୱ ଉପରେ ଆଲୋକପାତ କରି କହିଥିଲେ:

धैर्यं यस्य पिता क्षमा च जननी शान्तिश्चिरं गेहिनी
सत्यं सूनुरयं दया च भगिनी भ्राता मनः संयमः।
शय्या भूमितलं दिशोSपि वसनं ज्ञानामृतं भोजनं
एते यस्य कुटिम्बिनः वद सखे कस्माद् भयं योगिनः।।

ଅର୍ଥାତ୍ ନିୟମିତ ଯୋଗାଭ୍ୟାସ କରିବା ଦ୍ଵାରା ଜଣେ ବ୍ୟକ୍ତି ଅନେକ ଅଲ ଗୁଣ ଲାଭ କରିପାରିବ, ଯେପରିକି ସାହସ ଯାହା ପିତା ତୁଲ୍ୟ ସୁରକ୍ଷା ଦିଏ, କ୍ଷମା ଯାହା ସର୍ବଦା ମା'ଙ୍କ ପାଖରେ ମିଳିଥାଏ ଏବଂ ମାନସିକ ଶାନ୍ତି ଯାହା ଚିରଦିନର ଜଣେ ବନ୍ଧୁ ବାବେ ରହିଥାଏ । ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ସତ୍ୟ ଆମ ସନ୍ତାନ ହୋଇଯାଏ, ଦୟା ଆମ ଆମ ଭଗିନୀ ହୁଏ, ଆମ ଭାଇ ହୁଏ ଆତ୍ମ-ସଂଯମ, ପୃଥିବୀ ଆମର ଶଯ୍ୟା ପାଲଟିଯାଏ ଏବଂ ଆମର ଭୋକ ମେଣ୍ଟାଏ ଜ୍ଞାନ।

ଚାଲୁଥିବା କାର୍ଯ୍ୟକଳାପ

ଜୀବନ ସଂକଳ୍ପ ମାଧ୍ୟମରେ ଯୋଗକୁ ସମନ୍ୱିତ ଓ ପ୍ରୋତ୍ସାହିତ କରିବା

ସଂକଳ୍ପ

ଜୀବନ ସଂକଳ୍ପ ମାଧ୍ୟମରେ ଯୋଗକୁ ସମନ୍ୱିତ ଓ ପ୍ରୋତ୍ସାହିତ କରିବା

ଆଲୋଚନା

ଆଲୋଚନା

ଘରେ 7ମ ଅନ୍ତର୍ଜାତୀୟ ଯୋଗ ଦିବସକୁ ପାଳନ କରିବା ପାଇଁ ନିଜର ମତାମତ ସେୟାର କରନ୍ତୁ

ବି ୱିଥ୍‌ ଯୋଗ, ବି ଆଟ୍‌ ହୋମ୍‌ ଭିଡିଓ ଅଭିଯାନ

କରନ୍ତୁ

ବି ୱିଥ୍‌ ଯୋଗ, ବି ଆଟ୍‌ ହୋମ୍‌ ଭିଡିଓ ଅଭିଯାନ

ଅନ୍ତର୍ଜାତୀୟ ଯୋଗ ଦିବସ 2021

କୁଇଜ୍

ଅନ୍ତର୍ଜାତୀୟ ଯୋଗ ଦିବସ 2021 କୁଇଜ୍‌

ଯୋଗ ଫର୍‌ ଲାଇଫ୍ କୁଇଜ୍

କୁଇଜ୍

ଯୋଗ ଫର୍‌ ଲାଇଫ୍ କୁଇଜ୍

ଅନ୍ତର୍ଜାତୀୟ ଯୋଗ ଦିବସ 2021

କରନ୍ତୁ

ଅନ୍ତର୍ଜାତୀୟ ଯୋଗ ଦିବସ 2021 ଜିଙ୍ଗଲ ପ୍ରତିଯୋଗିତା

ଅନ୍ତର୍ଜାତୀୟ ଯୋଗ ଦିବସ 2021

ସର୍ଭେ

ଅନ୍ତର୍ଜାତୀୟ ଯୋଗ ଦିବସ 2021 ସର୍ଭେ

ଭିଡିଓଗୁଡିକ

ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଟିକା
ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଟିକା
5 ମିନିଟ୍ ଯୋଗ ପ୍ରୋଟୋକଲ୍ | ଆୟୁଷ ମନ୍ତ୍ରଣାଳୟ
5 ମିନିଟ୍ ଯୋଗ ପ୍ରୋଟୋକଲ୍ | ଆୟୁଷ ମନ୍ତ୍ରଣାଳୟ
#MyGovSangYoga | ବୟସ୍କ ବ୍ୟକ୍ତିଙ୍କ ପାଇଁ ଯୋଗ | ସୋହନ ସିଂ
#MyGovSangYoga | ବୟସ୍କ ବ୍ୟକ୍ତିଙ୍କ ପାଇଁ ଯୋଗ | ସୋହନ ସିଂ

ଇନଫୋଗ୍ରାଫିକ୍

ଯୋଗ ଆସନ
ଯୋଗ ଆସନ
ସଙ୍ଗୀତ ଲୋକମାନଙ୍କୁ ଯୋଡ଼ିଥାଏ
ସଙ୍ଗୀତ ଲୋକମାନଙ୍କୁ ଯୋଡ଼ିଥାଏ!
ଯୋଗ ସର୍ବେକ୍ଷଣ 2021
ଯୋଗ ସର୍ବେକ୍ଷଣ 2021

ଚାଲୁଥିବା କାର୍ଯ୍ୟକଳାପ

ସଂକଳ୍ପ

ସଂକଳ୍ପ

ଅନ୍ତର୍ଜାତୀୟ ଯୋଗ ଦିବସ

ଇନୋଭେଟ୍‌

ଇନୋଭେଟ୍‌

ଯୋଗ 2022 ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର

କୁଇଜ୍

କୁଇଜ୍

ଅନ୍ତର୍ଜାତୀୟ ଯୋଗ ଦିବସ 2022 କୁଇଜ୍

କରନ୍ତୁ

କରନ୍ତୁ

ଆନ୍ତର୍ଜାତୀୟ ଯୋଗ ଦିବସ 2022 ଜିଙ୍ଗଲ୍ ପ୍ରତିଯୋଗିତା

ସର୍ଭେ

ସର୍ଭେ

ଅନ୍ତର୍ଜାତୀୟ ଯୋଗ ଦିବସ 2022

ସର୍ଭେ

ସର୍ଭେ

IDY 2022ର ସ୍ଥାନ ପାଇଁ ସର୍ବେକ୍ଷଣ

ଆଲୋଚନା

ଆଲୋଚନା

ମାନବତା ପାଇଁ ଯୋଗକୁ କିପରି ଅଧିକ ଲୋକପ୍ରିୟ କରାଯାଇପାରିବ ଶୀର୍ଷକରେ ନିଜର ମତାମତ ସେୟାର କରନ୍ତୁ

କୁଇଜ୍

କୁଇଜ୍

ଯୋଗ ସେ ଆୟୁ କୁଇଜ୍‌

ଚାଲୁଥିବା କାର୍ଯ୍ୟକଳାପ

ଯୋଗ ମାଇଁ ପ୍ରାଇଡ ଫଟୋଗ୍ରାଫି ପ୍ରତିଯୋଗିତା

ଇନୋଭେଟ୍ ଇଣ୍ଡିଆ

ଯୋଗ ମାଇଁ ପ୍ରାଇଡ ଫଟୋଗ୍ରାଫି ପ୍ରତିଯୋଗିତା

ସଂକଳ୍ପ

ସଂକଳ୍ପ

ଅନ୍ତର୍ଜାତୀୟ ଯୋଗ ଦିବସ

ଅନ୍ତର୍ଜାତୀୟ ଯୋଗ ଦିବସ 2023 କୁଇଜ୍ 2.0

କୁଇଜ୍

ଅନ୍ତର୍ଜାତୀୟ ଯୋଗ ଦିବସ 2023 କୁଇଜ୍ 2.0

ଅନ୍ତର୍ଜାତୀୟ ଯୋଗ ଦିବସ 2023 ସର୍ବେକ୍ଷଣ

ସର୍ଭେ

ଅନ୍ତର୍ଜାତୀୟ ଯୋଗ ଦିବସ 2023 ସର୍ବେକ୍ଷଣ

Y BREAK ଆପ୍ ବ୍ୟବହାର କରିବା ପାଇଁ ନିଜର ଇନପୁଟ୍ ସେୟାର କରନ୍ତୁ

ଆଲୋଚନା

Y BREAK ଆପ୍ ବ୍ୟବହାର କରିବା ପାଇଁ ନିଜର ଇନପୁଟ୍ ସେୟାର କରନ୍ତୁ

Y-ବ୍ରେକ୍ ଆପ୍ କୁଇଜ୍

କୁଇଜ୍

Y-ବ୍ରେକ୍ ଆପ୍ କୁଇଜ୍

ନିଜର Y Break ଆପ୍ ଭିଡିଓ ଅନୁଭୂତି ସେୟାର କରନ୍ତୁ

କରନ୍ତୁ

ନିଜର Y Break ଆପ୍ ଭିଡିଓ ଅନୁଭୂତି ସେୟାର କରନ୍ତୁ

Y BREAK ଆପ୍ ପାଇଁ ମାସ୍କଟ୍ ଡିଜାଇନ୍ କରନ୍ତୁ

କରନ୍ତୁ

Y BREAK ଆପ୍ ପାଇଁ ମାସ୍କଟ୍ ଡିଜାଇନ୍ କରନ୍ତୁ

କର୍ମକ୍ଷେତ୍ରରେ Y BREAK ଯୋଗ ଉପରେ ପୋଷ୍ଟର ମେକିଂ ପ୍ରତିଯୋଗିତା

କରନ୍ତୁ

କର୍ମକ୍ଷେତ୍ରରେ Y BREAK ଯୋଗ ଉପରେ ପୋଷ୍ଟର ମେକିଂ ପ୍ରତିଯୋଗିତା

Y BREAK ଆପ୍‌ ପାଇଁ କବିତା ରଚନା ପ୍ରତିଯୋଗିତା

କରନ୍ତୁ

Y BREAK ଆପ୍‌ ପାଇଁ କବିତା ରଚନା ପ୍ରତିଯୋଗିତା

Y BREAK ଆପ୍ ପାଇଁ ଡୁଡଲ ତିଆରି କରନ୍ତୁ

କରନ୍ତୁ

Y BREAK ଆପ୍ ପାଇଁ ଡୁଡଲ ତିଆରି କରନ୍ତୁ

Y BREAK ଆପ୍ ବ୍ୟବହାର ଉପରେ ଏକ ଜିଙ୍ଗଲ୍ ରଚନା କରନ୍ତୁ

କରନ୍ତୁ

Y BREAK ଆପ୍ ବ୍ୟବହାର ଉପରେ ଏକ ଜିଙ୍ଗଲ୍ ରଚନା କରନ୍ତୁ

ଇନୋଭେଟ୍‌

ଇନୋଭେଟ୍‌

ଯୋଗ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର

କୁଇଜ୍

କୁଇଜ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ 2023

ଆଲୋଚନା

ଆଲୋଚନା

2023 ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଏକ ବିଷୟବସ୍ତୁ ପ୍ରସ୍ତାବ ଦିଅନ୍ତୁ

କରନ୍ତୁ

କରନ୍ତୁ

2023 ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ଜିଙ୍ଗଲ ପ୍ରସ୍ତୁତ କରନ୍ତୁ

କରନ୍ତୁ

କରନ୍ତୁ

2023 ଅନ୍ତର୍ଜାତୀୟ ଯୋଗ ଦିବସ ଉପରେ ଏକ ପ୍ରବନ୍ଧ ଲେଖନ୍ତୁ

କରନ୍ତୁ

କରନ୍ତୁ

2023 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ପୋଷ୍ଟର ପ୍ରସ୍ତୁତ କରନ୍ତୁ

ଚାଲୁଥିବା କାର୍ଯ୍ୟକଳାପ

ଇନୋଭେଟ୍ ଇଣ୍ଡିଆ

ଇନୋଭେଟ୍ ଇଣ୍ଡିଆ

ଯୋଗ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର

ଇନୋଭେଟ୍ ଇଣ୍ଡିଆ

ଇନୋଭେଟ୍ ଇଣ୍ଡିଆ

ଯୋଗ ୱିଥ୍‌ ଫ୍ୟାମିଲି ଭିଡିଓ ପ୍ରତିଯୋଗିତା

ସଂକଳ୍ପ

ସଂକଳ୍ପ

ଅନ୍ତର୍ଜାତୀୟ ଯୋଗ ଦିବସ

କରନ୍ତୁ

କରନ୍ତୁ

ଅନ୍ତର୍ଜାତୀୟ ଯୋଗ ଦିବସ 2024 ଜିଙ୍ଗଲ ପ୍ରତିଯୋଗିତା

କୁଇଜ୍

କରନ୍ତୁ

ଅନ୍ତର୍ଜାତୀୟ ଯୋଗ ଦିବସ 2024

ଅତୀତର ନଅଟି ଅନ୍ତର୍ଜାତୀୟ ଯୋଗ ଦିବସ ଉପରେ ଏକ ନଜର

2023
ମାନବିକତା ପାଇଁ ଯୋଗ
ବିଷୟବସ୍ତୁ:
ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ

ଅନ୍ତର୍ଜାତୀୟ ଯୋଗ ଦିବସ 2023: ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯୋଗ ଏକ ଜୀବନଶୈଳୀ।

2022
ମାନବିକତା ପାଇଁ ଯୋଗ
ବିଷୟବସ୍ତୁ:
ମାନବିକତା ପାଇଁ ଯୋଗ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ଅନ୍ୟ ଅଂଶଗ୍ରହଣକାରୀଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି।

2021
ସୁସ୍ଥ ରହିବା ପାଇଁ ଯୋଗାସନ
ବିଷୟବସ୍ତୁ:
ସୁସ୍ଥ ରହିବା ପାଇଁ ଯୋଗାସନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ WHO M-Yoga ଆପ୍‌ର ଶୁଭାରମ୍ଭ କରିଛନ୍ତି

2020
ସ୍ୱାସ୍ଥ୍ୟ ପାଇଁ ଯୋଗ - ଘରେ ଯୋଗ
ବିଷୟବସ୍ତୁ:
ସ୍ୱାସ୍ଥ୍ୟ ପାଇଁ ଯୋଗ - ଘରେ ଯୋଗ

ବିଶ୍ୱବ୍ୟାପୀ କୋଭିଡ୍-19 ମହାମାରୀ କାରଣରୁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ଭାବେ ଆୟୋଜନ କରାଯାଇଥିଲା

2019
ଜଳବାୟୁ କାର୍ଯ୍ୟନୁଷ୍ଠାନ
ବିଷୟବସ୍ତୁ:
ଜଳବାୟୁ କାର୍ଯ୍ୟନୁଷ୍ଠାନ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିରେ ଅନ୍ୟ ଅଂଶଗ୍ରହଣକାରୀଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି

2018
ଶାନ୍ତି ପାଇଁ ଯୋଗ
ବିଷୟବସ୍ତୁ:
ଶାନ୍ତି ପାଇଁ ଯୋଗ

ଜୁନ୍ 21, 2018ରେ ଡେରାଡୁନରେ 50,000 ଅଂଶଗ୍ରହଣକାରୀଙ୍କୁ ନେଇ ଉତ୍ସବ ପାଳନ କରାଯାଇଥିଲା

2017
ସ୍ୱାସ୍ଥ୍ୟ ପାଇଁ ଯୋଗ
ବିଷୟବସ୍ତୁ:
ସ୍ୱାସ୍ଥ୍ୟ ପାଇଁ ଯୋଗ

ଜୁନ୍ 21, 2017ରେ ଲକ୍ଷ୍ନୌରେ 51,000 ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଥିଲା। ଜୀବନଶୈଳୀରେ ଏହାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ

2016
ଯୁବକମାନଙ୍କୁ ସଂଯୋଗ କରନ୍ତୁ
ବିଷୟବସ୍ତୁ:
ଯୁବକମାନଙ୍କୁ ସଂଯୋଗ କରନ୍ତୁ

2016 ଜୁନ୍ 21 ତାରିଖରେ ଚଣ୍ଡିଗଡ଼ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ 30,000 ଲୋକ ଏବଂ 150 ଜଣ ଦିବ୍ୟାଙ୍ଗଜନ ଅଂଶଗ୍ରହଣ କରିଥିଲେ ।

2015
ଅନ୍ତର୍ଜାତୀୟ ଯୋଗ ଦିବସ
ବିଷୟବସ୍ତୁ:
ସୌହାର୍ଦ୍ଦ୍ୟ ଓ ଶାନ୍ତି ପାଇଁ ଯୋଗ

ଜୁନ୍ 21, 2015 ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ 2 ଟି ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିଥିଲା- ପ୍ରଥମଟି ହେଉଛି ଗୋଟିଏ ସ୍ଥାନରେ ଗୋଟିଏ ଯୋଗ ଅଧିବେଶନରେ 35,985 ଜଣ ଲୋକଙ୍କ ଅଂଶଗ୍ରହଣ ଏବଂ ଦ୍ୱିତୀୟଟି ହେଉଛି ଅଧିକାଂଶ ରାଷ୍ଟ୍ରର (84) ଯୋଗ ଅଧିବେଶନ 2015ରେ ଅଂଶଗ୍ରହଣ ।