ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତି ହ୍ରାସ

ବ୍ୟାନର

ପରିଚୟ

ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବୁ ପ୍ରକାରଦୁର୍ନୀତିକୁ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି ଏବଂ ଟେକ୍ନୋଲୋଜି ନିଜକୁ ଅନ୍ୟତମ ସକ୍ଷମ ଉପକରଣ ଭାବରେ ଉପସ୍ଥାପିତ କରିଛି । ବୈଷୟିକ ଜ୍ଞାନକୌଶଳର ଉନ୍ନତିକୁ ଉପଯୋଗ କରି ସରକାର ଏହି ସମସ୍ୟାର ପ୍ରଭାବଶାଳୀ ଉପାୟରେ ମୁକାବିଲା କରିବା ପାଇଁ ଏକ ବହୁମୁଖୀ ରଣନୀତି ଆପଣାଉଛନ୍ତି । ଏହି ଅଭିଯାନ ନାଗରିକମାନଙ୍କୁ ଦୁର୍ନୀତି ବିରୋଧରେ ଲଢ଼େଇରେ ସରକାରଙ୍କ ସହ ସାମିଲ ହେବାକୁ ଉତ୍ସାହିତ କରେ ।

ଆଲୋଚନା

ଆପଣଙ୍କ ମତାମତକୁ ଗୁରୁତ୍ୱପୂର୍ଣ୍ଣ କରିବା ପାଇଁ ଏକ ଆଲୋଚନା ମଞ୍ଚ ।

ଆଲୋଚନା

କୁଇଜ୍

ଆପଣଙ୍କ ଜ୍ଞାନ ପରୀକ୍ଷା କରିବା ଏବଂ ସଙ୍ଗେ ସଙ୍ଗେ ଶିଖିବା ପାଇଁ ଏକ ମଜାଦାର, ଅନଲାଇନ୍ କୁଇଜ୍ ।

କୁଇଜ୍

ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତି ହ୍ରାସ ଦିଗରେ କିପରି କାର୍ଯ୍ୟ କରୁଛନ୍ତି ସେ ବିଷୟରେ ରୋଚକ ଭିଡିଓ ଦେଖନ୍ତୁ ।