ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

25 ଫେବୃଆରୀ 2024ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ ପାଇଁ ମତାମତ ଆହ୍ୱାନ

25 ଫେବୃଆରୀ 2024ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ ପାଇଁ ମତାମତ ଆହ୍ୱାନ
ଆରମ୍ଭ ତାରିଖ:
Feb 05, 2024
ଶେଷ ତାରିଖ :
Feb 23, 2024
18:15 PM IST (GMT +5.30 Hrs)
Submission Closed

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏବଂ ପ୍ରସଙ୍ଗ ଉପରେ ତାଙ୍କର ଚିନ୍ତାଧାରା ବାଣ୍ଟିବାକୁ ଉତ୍ସାହୀ ଅଟନ୍ତି । ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କେଉଁ ବିଷୟରେ ଆଲୋଚନା କରିବେ ସେନେଇ ସେ ଆପଣଙ୍କ ମତାମତ ଲୋଡ଼ିଛନ୍ତି...

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏବଂ ପ୍ରସଙ୍ଗ ଉପରେ ତାଙ୍କର ଚିନ୍ତାଧାରା ବାଣ୍ଟିବାକୁ ଉତ୍ସାହୀ ଅଟନ୍ତି । 'ମନ୍ କି ବାତ୍'ର 110ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କେଉଁ ବିଷୟରେ ଆଲୋଚନା କରିବେ ସେନେଇ ସେ ଆପଣଙ୍କ ମତାମତ ଲୋଡ଼ିଛନ୍ତି ।

ଆଗାମୀ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ କେଉଁ ବିଷୟ ବା ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ସେନେଇ ଆପଣଙ୍କ ମତାମତ ଦିଅନ୍ତୁ । ଏହି ଓପନ୍ ଫୋରମ୍‌ରେ ନିଜର ମତାମତ ରଖନ୍ତୁ କିମ୍ବା ଆପଣ ଟୋଲ୍ ଫ୍ରି ନମ୍ବର 1800-11-7800କୁ ଡାଏଲ କରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିଜର ମେସେଜକୁ ହିନ୍ଦୀ କିମ୍ବା ଇଂରାଜୀରେ ରେକର୍ଡ କରିପାରିବେ। ରେକର୍ଡ ହୋଇଥିବା କିଛି ମେଜେଜ୍ ପ୍ରସାରଣର ଅଂଶବିଶେଷ ହୋଇପାରେ।

ଆପଣ 1922 ରେ ଏକ ମିସ୍ କଲ୍ ମଧ୍ୟ ଦେଇପାରିବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଆପଣଙ୍କ ମତାମତ ଦେବା ପାଇଁ SMSରେ ପ୍ରାପ୍ତ ଲିଙ୍କ୍ ଅନୁସରଣ କରିପାରିବେ ।

ଏବଂ 25 ଫେବୃଆରୀ 2024 ପୂର୍ବାହ୍ନ 11ଟାରେ 'ମନ୍ କି ବାତ୍' କାର୍ଯ୍ୟକ୍ରମ ଶୁଣନ୍ତୁ ।