ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ଜୁନ୍ 2023ରେ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଯୋଗଦେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ଜୁନ୍ 2023ରେ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଯୋଗଦେବେ
ଆରମ୍ଭ ତାରିଖ:
Jun 05, 2023
ଶେଷ ତାରିଖ:
Jun 16, 2023
23:45 PM IST (GMT +5.30 Hrs)
Submission Closed

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଓ ପ୍ରସଙ୍ଗ ଉପରେ ତାଙ୍କର ଚିନ୍ତାଧାରା ବାଣ୍ଟିବାକୁ ଆଗ୍ରହୀ । କେଉଁ ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ସେନେଇ ନିଜର ମତାମତ ସେୟାର କରିବାକୁ ସେ ଆପଣଙ୍କୁ ଆହ୍ୱାନ କରିଛନ୍ତି..

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଓ ପ୍ରସଙ୍ଗ ଉପରେ ତାଙ୍କର ଚିନ୍ତାଧାରା ବାଣ୍ଟିବାକୁ ଆଗ୍ରହୀ । ମନ୍ କି ବାତ୍ ର 102ତମ ଅଧ୍ୟାୟରେ କେଉଁ ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ସେନେଇ ନିଜର ମତାମତ ସେୟାର କରିବାକୁ ସେ ଆପଣଙ୍କୁ ଆହ୍ୱାନ କରିଛନ୍ତି।

ଆଗାମୀ ମନ୍ କି ବାତ୍ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ କେଉଁ ବିଷୟବସ୍ତୁ ବା ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେନେଇ ନିଜର ପ୍ରସ୍ତାବ ଦିଅନ୍ତୁ । ଏହି ଓପନ୍ ଫୋରମ୍‌ରେ ଆପଣଙ୍କ ମତାମତ ସେୟାର କରନ୍ତୁ କିମ୍ବା ବୈକଳ୍ପିକ ଭାବରେ ଆପଣ ଟୋଲ୍ ଫ୍ରୀ ନମ୍ବର 1800-11-7800 ଡାଏଲ୍ କରିପାରିବେ ଏବଂ ହିନ୍ଦୀ କିମ୍ବା ଇଂରାଜୀରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପଣଙ୍କ ବାର୍ତ୍ତା ରେକର୍ଡ କରିପାରିବେ। କିଛି ରେକର୍ଡ ହୋଇଥିବା ସନ୍ଦେଶ ପ୍ରସାରଣର ଏକ ଅଂଶ ହୋଇପାରେ।

ଆପଣ 1922 ରେ ଏକ ମିସ୍ କଲ୍ ମଧ୍ୟ ଦେଇପାରିବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଆପଣଙ୍କ ପରାମର୍ଶ ଦେବା ପାଇଁ SMSରେ ପ୍ରାପ୍ତ ଲିଙ୍କ୍ ଅନୁସରଣ କରିପାରିବେ ।

ଆଉ 2023 ଜୁନ୍ 18 ତାରିଖ ପୂର୍ବାହ୍ନ 11ଟାରେ ମନ କି ବାତ୍ କାର୍ୟ୍ୟକ୍ରମରେ ରହିପାରିବେ।