ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ସମୟକାଳୀନ ମୂଲ୍ୟାୟନ ଓ ସ୍ୱୀକୃତି ପାଇଁ ସଂସ୍କାରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଆହ୍ୱାନ କରୁଛି

ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ସମୟକାଳୀନ ମୂଲ୍ୟାୟନ ଓ ସ୍ୱୀକୃତି ପାଇଁ ସଂସ୍କାରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଆହ୍ୱାନ କରୁଛି
ଆରମ୍ଭ ତାରିଖ:
May 22, 2023
ଶେଷ ତାରିଖ:
Jun 22, 2023
23:45 PM IST (GMT +5.30 Hrs)
Submission Closed

ବର୍ତ୍ତମାନର ମାନ୍ୟତା ଓ ରାଙ୍କିଙ୍ଗ୍ ବ୍ୟବସ୍ଥାରେ ବଢୁଥିବା ଚିନ୍ତାକୁ ଦୂର କରିବା ପାଇଁ ଭାରତ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି କମିଟି

ବର୍ତ୍ତମାନର ମାନ୍ୟତା ଓ ରାଙ୍କିଙ୍ଗ୍ ବ୍ୟବସ୍ଥାରେ ବଢୁଥିବା ଚିନ୍ତାକୁ ଦୂର କରିବା ପାଇଁ ଭାରତ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି କମିଟି ଜାତୀୟ ଶିକ୍ଷା ନୀତି 2020ର ଦୃଷ୍ଟିକୋଣ ଅନୁଯାୟୀ ରଣନୈତିକ ସଂସ୍କାର ପ୍ରଚଳନ ଏବଂ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଆଧୁନିକ ବ୍ୟବସ୍ଥା ମାଧ୍ୟମରେ ଯାଞ୍ଚଯୋଗ୍ୟ ଏବଂ ସୁରକ୍ଷିତ କେନ୍ଦ୍ରୀଭୂତ ଡାଟାବେସ୍ ସହିତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଅନୁମୋଦନ, ମାନ୍ୟତା ଓ ରାଙ୍କିଙ୍ଗ୍ ପାଇଁ ଏକ ସରଳ, ଭରସାଯୋଗ୍ୟ, ଉଦ୍ଦେଶ୍ୟମୂଳକ ଏବଂ ଯୁକ୍ତିଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ଉପରେ ବିଚାର କରିଥିଲା । ଅଂଶୀଦାରମାନଙ୍କ ପାଇଁ ଇଜ୍ ଅଫ୍ ଡୁଇଂ ବିଜନେସ୍ ସୁବିଧା ପ୍ରଦାନ କରିବା, ଶିକ୍ଷାନୁଷ୍ଠାନ/ କାର୍ଯ୍ୟକ୍ରମ ଚୟନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସୂଚନାଯୁକ୍ତ ବିକଳ୍ପ ଚୟନ କରିବାରେ ଉପଯୁକ୍ତ ସୁବିଧା ପ୍ରଦାନ କରିବାର ପଦ୍ଧତି ଉପରେ ମଧ୍ୟ କମିଟି ବିଚାର କରିଥିଲା।

ବହୁ ବିଚାର ବିମର୍ଶ ପରେ ଏକ ଉଚ୍ଚସ୍ତରୀୟ କମିଟି ଏହାର ଡ୍ରାଫ୍ଟ ରିପୋର୍ଟ ଦାଖଲ କରିଛି ଭାରତର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସମୟାନୁକ୍ରମିକ ମୂଲ୍ୟାୟନ ଓ ମାନ୍ୟତା ସୁଦୃଢ଼ କରିବା ପାଇଁ ପରିବର୍ତନମୂଳକ ସଂସ୍କାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗକୁ

ଏହି ପରିପ୍ରେକ୍ଷୀରେ ମାଇଗଭ୍ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ରିପୋର୍ଟ ଚୂଡ଼ାନ୍ତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ଠାରୁ ମତାମତ ଓ ପରାମର୍ଶ ଲୋଡ଼ିଛି।

ଏବେ ଏହି ରିପୋର୍ଟକୁ ୨୦୨୩ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇଛି।