ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ରସାୟନ ଓ ସାର ମନ୍ତ୍ରଣାଳୟ

ଏହି ଗୋଷ୍ଠୀରେ କାର୍ଯ୍ୟକଳାପଗୁଡିକ
ସୃଷ୍ଟି ହୋଇଛି : 09/01/2015
କାର୍ଯ୍ୟକଳାପଉପରେ ଅଂଶଗ୍ରହଣ କରିବାକୁ କ୍ଲିକ୍ କରନ୍ତୁ

ରାସାୟନିକ ଓ ସାର ମନ୍ତ୍ରଣାଳୟ ଦେଶର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ତିନୋଟି ବିଭାଗର ମିଶ୍ରଣକୁ ନେଇ ଗଠିତ । ଏହି ତିନୋଟି ବିଭାଗ ହେଲା:

Department of Chemicals and Petrochemicals
Department of Fertilisers
Department of Pharmaceuticals

ରାସାୟନିକ ଓ ପେଟ୍ରୋ କେମିକାଲ ବିଭାଗ 5.7.1991 ରୁ ରାସାୟନିକ ଓ ସାର ମନ୍ତ୍ରଣାଳୟର ଏକ ଅଂଶ ହୋଇଛି । ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ନୀତି, ଯୋଜନା, ବିକାଶ ଓ ନିୟନ୍ତ୍ରଣ ଦାୟିତ୍ୱ ଏହି ବିଭାଗକୁ ଦିଆଯାଇଛି।

ସାର ବିଭାଗ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଆସୁଛି। ସାର ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ କୃଷି ଉତ୍ପାଦନକୁ ସର୍ବାଧିକ କରିବା ପାଇଁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଏବଂ ଠିକ୍ ସମୟରେ ସାର ଉପଲବ୍ଧ କରାଇବା ।

ଉଚ୍ଚ ସମ୍ଭାବ୍ୟ ଔଷଧ ଶିଳ୍ପର ଅଭିବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବା ପାଇଁ ରାସାୟନିକ ଏବଂ ସାର ମନ୍ତ୍ରଣାଳୟରେ ୨୦୦୮ ମସିହା ଜୁଲାଇ ପହିଲାରେ ଔଷଧ ବିଭାଗ ଗଠନ କରାଯାଇଥିଲା ।