ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

ଏହି ଗୋଷ୍ଠୀରେ କାର୍ଯ୍ୟକଳାପଗୁଡିକ
ସୃଷ୍ଟି ହୋଇଛି : 05/06/2017
କାର୍ଯ୍ୟକଳାପଉପରେ ଅଂଶଗ୍ରହଣ କରିବାକୁ କ୍ଲିକ୍ କରନ୍ତୁ

1985-86 ମସିହାରେ, ପୂର୍ବ କଲ୍ୟାଣ ମନ୍ତ୍ରଣାଳୟକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ କଲ୍ୟାଣ ବିଭାଗରେ ବିଭକ୍ତ କରାଯାଇଥିଲା । ଏଥିସହିତ ଅନୁସୂଚିତ ଜାତି ବିକାଶ ବିଭାଗ, ଆଦିବାସୀ ବିକାଶ ବିଭାଗ ଏବଂ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ଗୃହ ମନ୍ତ୍ରଣାଳୟ ଏବଂ ଆଇନ ମନ୍ତ୍ରଣାଳୟରୁ ୱାକଫ ଡିଭିଜନକୁ ତତ୍କାଳୀନ କଲ୍ୟାଣ ମନ୍ତ୍ରଣାଳୟ ଗଠନ ପାଇଁ ସ୍ଥାନାନ୍ତର କରାଯାଇଥିଲା ପରବର୍ତ୍ତୀ ସମୟରେ ମନ୍ତ୍ରଣାଳୟର ନାମ 1988 ମେ ମାସରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟକୁ ପରିବର୍ତ୍ତନ କରାଯାଇଥିଲା।