ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ସରକାରୀ ସେବା ପାଇଁ ନାଗରିକ ସର୍ବେକ୍ଷଣ

ସରକାରୀ ସେବା ପାଇଁ ନାଗରିକ ସର୍ବେକ୍ଷଣ
ଆରମ୍ଭ ତାରିଖ :
Jul 19, 2024
ଶେଷ ତାରିଖ :
Aug 31, 2024
23:45 PM IST (GMT +5.30 Hrs)
Submission Closed

ଏକ 'ଫେସ୍‌ଲେସ ଡେମୋକ୍ରାଟିଜ୍ ସିଟିଜେନ' ସେବା ପ୍ରଦାନ ଏବଂ ଏକ ପ୍ରଗତିଶୀଳ ଭାରତ ଗଠନ ଦିଗରେ ଆମେ ଦେଶର ସମସ୍ତ ନାଗରିକଙ୍କ ଠାରୁ ମତାମତ ଆବଶ୍ୟକ କରୁଛୁ । ଆମେ ଜାଣିବାକୁ ଚାହୁଁଛୁ ଯେ ଆପଣ କେଉଁ ନାଗରିକ ସେବାରେ ଉନ୍ନତି ଆବଶ୍ୟକ ବୋଲି ବିଶ୍ୱାସ କରନ୍ତି।

ଆମେ ଆମର ସେବା ପ୍ରଦାନର ସମ୍ପ୍ରସାରଣ ଜାରି ରଖିଥିବା ବେଳେ ଏହାକୁ ଯଥାସମ୍ଭବ ସରଳ ଏବଂ ବ୍ୟବହାର ଉପଯୋଗୀ କରିବା ପାଇଁ ପ୍ରୟାସ କରୁଛୁ। ତେଣୁ ଆମେ କିଭଳି ଏହି ଲକ୍ଷ୍ୟ ହାସଲ କରିପାରିବା ସେ ନେଇ ଆପଣଙ୍କ ମତାମତା ଶୁଣିବା ପାଇଁ ଆମେ ଉତ୍ସୁକ। ଆପଣଙ୍କ ମତାମତ ଆମ ପାଇଁ ଅମୂଲ୍ୟ।
ଦୟାକରି ସରକାରଙ୍କ 10ଟି ସେବା ବିଷୟରେ ଉଲ୍ଲେଖ କରନ୍ତୁ ଯାହାକୁ ଆପଣ ସର୍ବାଧିକ ବ୍ୟବହାର କରନ୍ତି ।
ଆମର ସେବାରୁ ଆପଣ କ'ଣ ଆଶା କରନ୍ତି ତାହା ଆମେ ଜାଣିବାକୁ ଚାହୁଁଛୁ । ବିଶେଷ କରି, କିପରି ସେଗୁଡ଼ିକୁ ଅଧିକ ନାଗରିକ ଅନୁକୂଳ, ଘରୁ ସହଜରେ ଡିଜିଟାଲ୍ ଭାବେ ବ୍ୟବହାର ଯୋଗ୍ୟ ଏବଂ ଟ୍ରାକେବଲ କରିପାରିବୁ ସେନେଇ ଆମେ ଆପଣଙ୍କ ମତାମତ ଜାଣିବା ପାଇଁ ଆଗ୍ରହୀ।
ଯଦି ଆପଣ ସେବାଗୁଡିକ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ MySCHEME ପୋର୍ଟାଲ ଜରିଆରେ ବ୍ରାଉଜ କରିପାରିବେ: https://www.myscheme.gov.in/

ପରିତୋଷ:
ଶ୍ରେଷ୍ଠ 100ଟି ମତାମତକୁ 1000 ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ।

ଆପଣଙ୍କ ମତାମତ ପ୍ରଦାନ କରିବା ପାଇଁ ସମୟ ଦେଇଥିବାରୁ ଧନ୍ୟବାଦ। ଆପଣଙ୍କ ପ୍ରତିକ୍ରିୟା ଆମକୁ ଯୋଜନାଗୁଡ଼ିକର ବିତରଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ।

ମୋଟ୍ ଦାଖଲ୍ ସଂଖ୍ୟା (0)