ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ମାଇଗଭ୍ ସମ୍ବାଦ

ମାଇଗଭ୍ ସମ୍ବାଦ

ପଡ୍‌କାଷ୍ଟ ବର୍ଗ:

ଜଣେ ଲେଖକର ଜୀବନ ଆହ୍ୱାନପୂର୍ଣ୍ଣ ହୋଇଥାଏ, ବେଳେବେଳେ ଆମେ ଦୈନନ୍ଦିନ ଜୀବନରେ ଏତେ ଫସିଯାଉ ଯେ, ଆମେ ଭୁଲିୟାଇଥାଉ ଯେ, ଲେଖିବା ବେଳେ ଆବେଗ ଓ ପ୍ରେରଣା ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶକ୍ତି। ମାଇଗଭ୍ ସମ୍ବାଦର ଏହି ସ୍ୱତନ୍ତ୍ର ସଂସ୍କରଣରେ ଆମେ ଚେତନ ଭଗତଙ୍କ ସହ ଆଲୋଚନା କରି ଜଣେ ଲେଖକର ସୃଜନଶୀଳତାର ପ୍ରକ୍ରିୟା ଏବଂ ଲେଖକର ଯାତ୍ରାରେ ଜଣେ ମାର୍ଗଦର୍ଶକର ଗୁରୁତ୍ୱକୁ ବୁଝିବା।