ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ମାଇଗଭ୍ ସମ୍ବାଦ

ମାଇଗଭ୍ ସମ୍ବାଦ

ପଡ୍‌କାଷ୍ଟ ବର୍ଗ:

ମାଇଗଭ୍ ସମ୍ବାଦର ଏହି ସଂସ୍କରଣରେ ସୁଶ୍ରୀ ବିଭା ବିନୋଦ ତାଙ୍କର ପ୍ରେରଣାଦାୟୀ #Aatmanirbhar ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। #VocalForLocal ଅଭିଯାନ ଦ୍ୱାରା ଉତ୍ସାହିତ ବିଭା କିପରି ତାଲିମ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ ଯାହା ତାଙ୍କ ସମ୍ପ୍ରଦାୟକୁ ସ୍ଥାନୀୟ ଉତ୍ପାଦ ତିଆରି କରିବାରେ ଏବଂ ଆତ୍ମ-ନିୟୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ତାହା ଶୁଣିବା ପାଇଁ ଟ୍ୟୁନ୍ ଇନ୍ କରନ୍ତୁ । ଏଭଳି ଅଧିକ ପଡକାଷ୍ଟ ପାଇଁ ଦେଖନ୍ତୁ: http://mygov.in/podcast