ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଅମୃତ ଉଦ୍ୟାନ- ସେଲଫି ପ୍ରତିଯୋଗିତା

ଅମୃତ ଉଦ୍ୟାନ- ସେଲଫି ପ୍ରତିଯୋଗିତା
ଆରମ୍ଭ ତାରିଖ :
Sep 01, 2023
ଶେଷ ତାରିଖ :
Sep 17, 2023
23:45 PM IST (GMT +5.30 Hrs)
Submission Closed

ଭାରତର ମହାମହିମ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ରାଷ୍ଟ୍ରପତି ଭବନର ମର୍ଯ୍ୟାଦାସମ୍ପନ୍ନ ପରିସର ମଧ୍ୟରେ ଏକ ଶାନ୍ତ ସ୍ଥାନ ରହିଛି ଯାହା ଅମୃତ ଉଦ୍ୟାନ ନାମରେ ପରିଚିତ। ଏହି ମନଲୋଭା...

ଭାରତର ମହାମହିମ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ରାଷ୍ଟ୍ରପତି ଭବନରମର୍ଯ୍ୟାଦାସମ୍ପନ୍ନ ପରିସର ମଧ୍ୟରେ ଏକ ଶାନ୍ତ ସ୍ଥାନ ରହିଛି ଯାହା ଅମୃତ ଉଦ୍ୟାନ ନାମରେ ପରିଚିତ। ଏହି ମନଲୋଭା ଉଦ୍ୟାନଟି ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ମହତ୍ତ୍ୱ ଏବଂ ସୂକ୍ଷ୍ମ ପରିକଳ୍ପନାର ଏକ ମନୋମୁଗ୍ଧକର ସମ୍ମିଶ୍ରଣ ଅଟେ, ଯାହା ବ୍ୟସ୍ତବହୁଳ ସହର ନୂଆଦିଲ୍ଲୀ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରଦାନ କରିଥାଏ।

ରାଷ୍ଟ୍ରପତି ଭବନର ଭିଜିଟର୍ସ ଫେସିଲିଟେସନ୍ ସେଲ୍ ମାଇଁଗଭ୍ ସହଭାଗିତାରେ ସେଲ୍ଫି କଳା ମାଧ୍ୟମରେ ସେମାନଙ୍କର ଆନନ୍ଦ, ବିସ୍ମୟ ଓ ପ୍ରକୃତି ସହ ସଂଯୋଗର ମୁହୂର୍ତ୍ତକୁ କଏଦ କରିବା ପାଇଁ ନାଗରିକଙ୍କୁ ଆମନ୍ତ୍ରଣ କରୁଛି।

ଅମୃତ ଉଦ୍ୟାନର ସୌନ୍ଦର୍ଯ୍ୟକୁ କଏଦ କରିବା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଅତୁଲ୍ୟ ବନ୍ଧନକୁ ପାଳନ କରିବା ପାଇଁ ଆମ ସହିତ ସାମିଲ ହୁଅନ୍ତୁ । ଏକ ଅନନ୍ୟ ସେଲ୍ଫି ନିଅନ୍ତୁ ଯାହା "ପ୍ରକୃତିର ଆଲିଙ୍ଗନ" ବିଷୟବସ୍ତୁକୁ ପ୍ରତିପାଦିତ କରିବ । ଆପଣ ଏକ ନିଷ୍କପଟ ସ୍ମିତହାସ୍ୟ କଏଦ କରୁଥାଆନ୍ତୁ, ପ୍ରତିଫଳନର ଏକ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତ, କିମ୍ବା ବନ୍ଧୁମାନଙ୍କ ସହିତ ଏକ ମଜାଦାର ପୋଜ୍ ନେଉଥାଆନ୍ତୁ, ଉଦ୍ୟାନର ସୌନ୍ଦର୍ଯ୍ୟକୁ ଆପଣଙ୍କ ଫଟୋର ସୋଭା ବୃଦ୍ଧି କରିବାକୁ ଦିଅନ୍ତୁ ।

ରାଷ୍ଟ୍ରପତି ଭବନର ସୋସିଆଲ ମିଡିଆ ହ୍ୟାଣ୍ଡେଲ:
Instagram: https://instagram.com/visit_rb?igshid=YmMyMTA2M2Y=
Facebook: https://www.facebook.com/RBVisit?mibextid=ZbWKwL
Twitter: https://twitter.com/RBVisit?t=5cAuM2-nEKP-orD1ZwjAYw&s=09
LinkedIn : https://www.linkedin.com/company/rashtrapati-bhavan-visit/
Sharechat: https://sharechat.com/profile/rbvisit?d=n/
Koo: https://www.kooapp.com/profile/RB_Visit/
YouTube: https://www.youtube.com/@rbvisit

ମାଇଁଗଭ୍‌ର ସୋସିଆଲ ମିଡିଆ ହ୍ୟାଣ୍ଡେଲ :
Instagram: https://www.instagram.com/mygovindia/
Facebook: https://www.facebook.com/MyGovIndia
Twitter: https://twitter.com/mygovindia
LinkedIn : https://www.linkedin.com/company/mygov-india/
Sharechat: https://sharechat.com/profile/mygovindia
Koo: https://www.kooapp.com/profile/mygovindia
YouTube: https://www.youtube.com/@MyGovIndia

କ୍ଲିକ କରିବା ଆରମ୍ଭ କରନ୍ତୁ!!

ପରିତୋଷ:
ରାଷ୍ଟ୍ରପତି ଭବନ ପକ୍ଷରୁ ପାଞ୍ଚଟି ଶ୍ରେଷ୍ଠ ଫଟୋକୁ ଗୋଟିଏ ମ୍ୟାଜିକ୍ ମଗ୍ ଏବଂ ଗୋଟିଏ ମେଟାଲିକ୍ ପେନ୍ ସ୍ମାରକୀ/ମେମେଣ୍ଟୋ ଭାବେ ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ ।(PDF 263.72 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
447
ସମୁଦାୟ
0
ଅନୁମୋଦିତ
447
ସମୀକ୍ଷାଧିନ
Reset