ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଏକ ରିଲ୍ ତିଆରି କରନ୍ତୁ ଏବଂ ହସ୍ତତନ୍ତ ପାଇଁ ଆପଣଙ୍କ ଭଲପାଇବା ଦେଖାନ୍ତୁ

ଏକ ରିଲ୍ ତିଆରି କରନ୍ତୁ ଏବଂ ହସ୍ତତନ୍ତ ପାଇଁ ଆପଣଙ୍କ ଭଲପାଇବା ଦେଖାନ୍ତୁ
ଆରମ୍ଭ ତାରିଖ :
Jul 20, 2023
ଶେଷ ତାରିଖ :
Nov 30, 2023
23:45 PM IST (GMT +5.30 Hrs)
View Result Submission Closed

ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ହସ୍ତତନ୍ତ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ 2023 ଅଗଷ୍ଟ 7 ତାରିଖରେ ନବମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି ।

ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଏବଂ ଦେଶର ସାମାଜିକ-ଅର୍ଥନୈତିକ ବିକାଶରେ ଏହାର ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହସ୍ତତନ୍ତର ବ୍ୟବହାରକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟ 2023 ଅଗଷ୍ଟ 7 ତାରିଖରେ ନବମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରୁଛନ୍ତି ।

ଏହି ଅବସରରେ ଭିଡିଓ ରିଲ୍ ଜରିଆରେ ଭାରତୀୟ ହସ୍ତତନ୍ତ ପ୍ରତି ଆପଣଙ୍କ ଭଲପାଇବା ଦେଖାଇବା ପାଇଁ ମାଇଁଗଭ୍ ପ୍ଲାଟଫର୍ମରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ, ଭାରତୀୟ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି ଯେ ଭାରତୀୟ ହସ୍ତତନ୍ତ ପ୍ରତି ସେମାନଙ୍କର ପସନ୍ଦ, ଭଲପାଇବା ଏବଂ ଭାବନା ବିଷୟରେ ଏକ ଭିଡିଓ ରିଲ୍ (ନିଜ ଦ୍ୱାରା ତିଆରି) ର ଲିଙ୍କ୍ ଜମା କରନ୍ତୁ, ଯାହା ସେମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିସାରିଛନ୍ତି ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ। (PDF 505.32 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
246
ସମୁଦାୟ
0
ଅନୁମୋଦିତ
246
ସମୀକ୍ଷାଧିନ
Reset