ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

'ମେରା ଯୁବା ଭାରତ' ପାଇଁ ଏକ ଲୋଗୋ ଡିଜାଇନ କରନ୍ତୁ

'ମେରା ଯୁବା ଭାରତ' ପାଇଁ ଏକ ଲୋଗୋ ଡିଜାଇନ କରନ୍ତୁ
ଆରମ୍ଭ ତାରିଖ :
Oct 17, 2023
ଶେଷ ତାରିଖ :
Oct 21, 2023
23:45 PM IST (GMT +5.30 Hrs)
View Result Submission Closed

ମେରା ଯୁବା ଭାରତ (MY ଭାରତ), ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା, ଯାହାର ସ୍ଥାପନା ଯୁବ ବିକାଶ ଏବଂ ଯୁବ ନେତୃତ୍ୱ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ବ୍ୟାପକ ସକ୍ଷମ...

ମେରା ଯୁବା ଭାରତ (MY ଭାରତ)ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା, , ଯାହାର ସ୍ଥାପନା ଯୁବ ବିକାଶ ଏବଂ ଯୁବ ନେତୃତ୍ୱ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ବ୍ୟାପକ ସକ୍ଷମ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବା ପାଇଁ ଏବଂ ସରକାରଙ୍କ ସମସ୍ତ କ୍ଷେତ୍ରରେ ଯୁବବର୍ଗଙ୍କ ଆକାଂକ୍ଷାକୁ ସାକାର କରିବା ଏବଂ ବିକଶିତ ଭାରତ ନିର୍ମାଣ କରିବା ଲାଗି ସମାନ ସୁବିଧା ପ୍ରଦାନ କରିବା ପାଇଁ କରାଯାଇଛି। ଜାତୀୟ ଯୁବ ନୀତିରେ 'ଯୁବ'ର ସଜ୍ଞା ଅନୁସାରେ 'ମେରା ଯୁବା ଭାରତ (MY ଭାରତ)' 15ରୁ 29 ବର୍ଷ ବୟସର ଯୁବପିଢ଼ିଙ୍କୁ ଉପକୃତ କରିବ। ବିଶେଷ କରି କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପାଦାନ କ୍ଷେତ୍ରରେ 10-19 ବର୍ଷ ବୟସ ବର୍ଗର ହିତାଧିକାରୀମାନେ ଉପକୃତ ହେବେ।

'ମେରା ଯୁବା ଭାରତ (MY ଭାରତ)' ଯୁବ ନେତୃତ୍ୱ ବିକାଶ ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟକ ହେବ ଏବଂ ଯୁବବର୍ଗଙ୍କୁ କେବଳ ନିଷ୍କ୍ରିୟ ପ୍ରାପ୍ତକାରୀ ନୁହେଁ ବରଂ ବିକାଶର ସକ୍ରିୟ ବାହକ କରିବାରେ ସହାୟକ ହେବ। 2023 ଅକ୍ଟୋବର 31 ତାରିଖ ଜାତୀୟ ଏକତା ଦିବସରେ 'ମେରା ଯୁବା ଭାରତ (MY ଭାରତ)' କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

ଏଠାରେ କ୍ଲିକ୍ କରନ୍ତୁ 'ମେରା ଯୁବା ଭାରତ (MY ଭାରତ)' ବିଷୟରେ ଅଧିକ ଜାଣିବା ପାଇଁ ।

ଯୁବ ବ୍ୟାପାର ବିଭାଗ ମାଇଁଗଭ୍ ସହଭାଗିତାରେ 'ମେରା ଯୁବା ଭାରତ (MY ଭାରତ)' ପାଇଁ ଏକ ଲୋଗୋ ଡିଜାଇନ ପ୍ରତିଯୋଗିତା ଆୟୋଜନ କରୁଛି। ଆପଣଙ୍କ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରି, ଦେଶ ଗଠନ ପାଇଁ ଯୁବଶକ୍ତିର ଅସୀମ ଶକ୍ତିକୁ ପ୍ରଦର୍ଶିତ କରୁଥିବା ଏକ ସୁନ୍ଦର ଲୋଗ ଡିଜାଇନ କରିବାକୁ ଆହ୍ୱାନ କରାଯାଉଛି ।

ଏଠାରେ କ୍ଲିକ୍ କରନ୍ତୁ ଅଂଶଗ୍ରହଣ ନିର୍ଦ୍ଦେଶାବଳୀ ଏବଂ ମୂଲ୍ୟାୟନ ମାନଦଣ୍ଡ ବିଷୟରେ ଜାଣିବା ପାଇଁ

ପରିତୋଷ:
ପ୍ରତ୍ୟେକ ଲୋଗୋ ପାଇଁ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଥିବା ଏକ ଚୂଡ଼ାନ୍ତ ଏଣ୍ଟ୍ରିକୁ 5,000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ବିଷୟରେ ଜାଣିବା ପାଇଁ। pdf (75.82 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
514
ସମୁଦାୟ
0
ଅନୁମୋଦିତ
514
ସମୀକ୍ଷାଧିନ