ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଇ-ଉପହାର - ରାଷ୍ଟ୍ରପତି ଉପହାର ନିଲାମ 2024

ଇ-ଉପହାର - ରାଷ୍ଟ୍ରପତି ଉପହାର ନିଲାମ 2024
ଆରମ୍ଭ ତାରିଖ :
Aug 07, 2024
ଶେଷ ତାରିଖ :
Aug 26, 2024
23:45 PM IST (GMT +5.30 Hrs)
Submission Closed

ରାଷ୍ଟ୍ରପତି ଭବନ ପକ୍ଷରୁ ବିଗତ ବର୍ଷଗୁଡ଼ିକରେ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ପ୍ରଦାନ କରାଯାଇଥିବା ବଛା ବଛା ଉପହାରଗୁଡ଼ିକର ଅନଲାଇନ୍ ନିଲାମୀ ପାଇଁ ଘୋଷଣା କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ କେବଳ ...

ରାଷ୍ଟ୍ରପତି ଭବନ ପକ୍ଷରୁ ବିଗତ ବର୍ଷଗୁଡ଼ିକରେ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ପ୍ରଦାନ କରାଯାଇଥିବା ବଛା ବଛା ଉପହାରଗୁଡ଼ିକର ଅନଲାଇନ୍ ନିଲାମୀ ପାଇଁ ଘୋଷଣା କରାଯାଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ନାଗରିକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ନୁହେଁ ବରଂ ଏକ ମହତ କାର୍ଯ୍ୟକୁ ସମର୍ଥନ କରିବା ମଧ୍ୟ । ନିଲାମରୁ ମିଳିଥିବା ସମସ୍ତ ଅର୍ଥକୁ ଅସହାୟ ଶିଶୁମାନଙ୍କୁ ସାହାଯ୍ୟ କରିବା ପାଇଁ ଦାନ କରାଯିବ। ନାଲାମ ଇ-ଉପହାର ପୋର୍ଟାଲ, launched by President Smt. Droupadi Murmu on July 25, 2024.Two hundred and fifty gifts will be put up for auction from August 5 to August 26, 2024, in the first phase. Selected gifts belonging to the Hon’ble President and to the former Presidents (Dr. Kalam, Smt. Pratibha Devi Singh Patil, Shri Pranab Mukherjee, and Shri Ramnath Kovind) are on the e-auction portal. Some unique gift includes a unique shell craft painting of Subhash Chandra Bose, a bust of Rabindranath Tagore made with Sholapith, a beautiful Theyyam memento, and a traditional tribal Musical instrument Sarinda. Gift items have been divided into categories such as Traditional Art and Painting, Divine art, Models, and Mementos.

The base price range is from 2700ରୁ 4,02,500 ପର୍ଯ୍ୟନ୍ତ। ବିଡିଂ ଅବଧି ଶେଷ ହେବା ପରେ ସଫଳ ବିଡରଙ୍କୁ ସାମଗ୍ରୀ ପ୍ରଦାନ କରାଯିବ ।
ଯେଉଁମାନେ ଆଗ୍ରହୀ ସେମାନେ ନିଜର ବିଡ୍ ଦାଖଲ କରିପାରିବେ https://upahaar.rashtrapatibhavan.gov.in/

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି