ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ସାଧାରଣତନ୍ତ୍ର ଦିବସ ସମାରୋହ 2024 ପାଇଁ ରାଜ୍ୟ/କେନ୍ଦ୍ରଶାଶିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟ ପାଇଁ ପ୍ରଜ୍ଞାପନ ମେଢ଼ ଡିଜାଇନ ଉପରେ ମତାମତ/ ବିଚାର ଆହ୍ୱାନ କରାଯାଉଛି

ସାଧାରଣତନ୍ତ୍ର ଦିବସ ସମାରୋହ 2024 ପାଇଁ ରାଜ୍ୟ/କେନ୍ଦ୍ରଶାଶିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟ ପାଇଁ ପ୍ରଜ୍ଞାପନ ମେଢ଼ ଡିଜାଇନ ଉପରେ ମତାମତ/ ବିଚାର ଆହ୍ୱାନ କରାଯାଉଛି
ଆରମ୍ଭ ତାରିଖ:
Dec 18, 2023
ଶେଷ ତାରିଖ :
Dec 26, 2023
12:15 PM IST (GMT +5.30 Hrs)
Submission Closed

ଜନଭାଗୀଦାରୀ ଅଭିଯାନର ଅଂଶବିଶେଷ ସ୍ୱରୂପ 2024 ସାଧାରଣତନ୍ତ୍ର ଦିବସ ପାଳନରେ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। 2024 ସାଧାରଣତନ୍ତ୍ର ଦିବସ ପରେଡରେ...

ଜନଭାଗୀଦାରୀ ଅଭିଯାନର ଅଂଶବିଶେଷ ସ୍ୱରୂପ 2024 ସାଧାରଣତନ୍ତ୍ର ଦିବସ ପାଳନରେ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। 2024 ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବ ପାଇଁ ସରକାରଙ୍କ ମନ୍ତ୍ରଣାଳୟ/ବିଭାଗ ସହିତ ଦେଶର ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କ ସ୍କେଚ୍/ଡିଜାଇନ ଦାଖଲ କରିଛନ୍ତି। ଏହି ପ୍ରସ୍ତାବଗୁଡ଼ିକର ବିଷୟବସ୍ତୁ 'ବିକଶିତ ଭାରତ' ଏବଂ 'ଭାରତ-ଲୋକତନ୍ତ୍ର କି ମାତୃକା'ର ଦ୍ୱୈତ ଧାରଣାକୁ ନେଇ ଗଠିତ।

ଏହି ଗତିଶୀଳ ପ୍ରକ୍ରିୟାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମାଇଁଗଭ୍‌ ସହଭାଗିତାରେ ରାଜ୍ୟ/ ଏବଂ ମନ୍ତ୍ରଣାଳୟ/ବିଭାଗର ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼ ଡିଜାଇନ ଉପରେ ନାଗରିକମାନଙ୍କ ମତାମତ, ବିଚାର, ମନ୍ତବ୍ୟ ଏବଂ ପରାମର୍ଶ ପ୍ରଦାନ କରି ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛି।

ମାଇଁଗଭ୍ ପୋର୍ଟାଲରେ ଆପଣଙ୍କ ମୂଲ୍ୟବାନ ସୂଚନା ଏହି ପ୍ରଜ୍ଞାପନ ମେଢ଼ର ଅନ୍ତିମ ରୂପରେଖ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ସାଧାରଣତନ୍ତ୍ର ଦିବସ ପରେଡକୁ ଆମର ସାମୁହିକ ପରିକଳ୍ପନାର ପ୍ରକୃତ ପ୍ରତିଫଳନ କରିବ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼ ଡିଜାଇନ ନିମ୍ନରେ ଉଲ୍ଲେଖ କରାଯାଇଛି:
1) ଏଠାରେ କ୍ଲିକ କରନ୍ତୁ ଆନ୍ଧ୍ର ପ୍ରଦେଶର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
2) ଏଠାରେ କ୍ଲିକ କରନ୍ତୁ ଅରୁଣାଚଳ ପ୍ରଦେଶର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
3) ଏଠାରେ କ୍ଲିକ କରନ୍ତୁ ଆସାମର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
4) ଏଠାରେ କ୍ଲିକ କରନ୍ତୁ ବିହାରର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
5) ଏଠାରେ କ୍ଲିକ କରନ୍ତୁ ଛତିଶଗଡ଼ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
6) ଏଠାରେ କ୍ଲିକ କରନ୍ତୁ ଦାଦର ଓ ନଗର ହାବେଳୀ ଏବଂ ଡାମନ ଓ ଡିଉର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
7) ଏଠାରେ କ୍ଲିକ କରନ୍ତୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
8) ଏଠାରେ କ୍ଲିକ କରନ୍ତୁ ଗୋଆର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
9) ଏଠାରେ କ୍ଲିକ କରନ୍ତୁ ଗୁଜରାଟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
10) ଏଠାରେ କ୍ଲିକ କରନ୍ତୁ ହରିୟାଣାର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
11) ଏଠାରେ କ୍ଲିକ କରନ୍ତୁ ଜମ୍ମୁ ଓ କଶ୍ମୀରର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
12) ଏଠାରେ କ୍ଲିକ କରନ୍ତୁ ଝାଡ଼ଖଣ୍ଡର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
13) ଏଠାରେ କ୍ଲିକ କରନ୍ତୁ କର୍ଣ୍ଣାଟକର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
14) ଏଠାରେ କ୍ଲିକ କରନ୍ତୁ କେରଳର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
15) ଏଠାରେ କ୍ଲିକ କରନ୍ତୁ ଲଦାଖର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
16) ଏଠାରେ କ୍ଲିକ କରନ୍ତୁ ଲାକ୍ଷାଦ୍ୱୀପର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
17) ଏଠାରେ କ୍ଲିକ କରନ୍ତୁ ମଧ୍ୟପ୍ରଦେଶର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
18) ଏଠାରେ କ୍ଲିକ କରନ୍ତୁ ମହାରାଷ୍ଟ୍ରର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
19) ଏଠାରେ କ୍ଲିକ କରନ୍ତୁ ମଣିପୁରର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
20) ଏଠାରେ କ୍ଲିକ କରନ୍ତୁ ମେଘାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
21) ଏଠାରେ କ୍ଲିକ କରନ୍ତୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
22) ଏଠାରେ କ୍ଲିକ କରନ୍ତୁ ପଞ୍ଜାବର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
23) ଏଠାରେ କ୍ଲିକ କରନ୍ତୁ ରାଜସ୍ଥାନର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
24) ଏଠାରେ କ୍ଲିକ କରନ୍ତୁ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
25) ଏଠାରେ କ୍ଲିକ କରନ୍ତୁ ତ୍ରିପୁରାର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
26) ଏଠାରେ କ୍ଲିକ କରନ୍ତୁ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
27) ଏଠାରେ କ୍ଲିକ କରନ୍ତୁ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
28) ଏଠାରେ କ୍ଲିକ କରନ୍ତୁ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ

ମନ୍ତ୍ରଣାଳୟ/ବିଭାଗଗୁଡ଼ିକର ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼ର ଡିଜାଇନ ନିମ୍ନରେ ଉଲ୍ଲେଖ କରାଯାଇଛି:
1) ଏଠାରେ କ୍ଲିକ୍ କରନ୍ତୁ ସୀମା ସଡ଼କ ସଙ୍ଗଠନର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
2) ଏଠାରେ କ୍ଲିକ୍ କରନ୍ତୁ ପାନୀୟ ଜଳ ଓ ପରିମଳ ବିଭାଗର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
3) ଏଠାରେ କ୍ଲିକ୍ କରନ୍ତୁ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ବିଭାଗ (CSIR)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
4) ଏଠାରେ କ୍ଲିକ୍ କରନ୍ତୁ ଆୟକର ନିର୍ଦ୍ଦେଶାଳୟ (CBDT)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
5) ଏଠାରେ କ୍ଲିକ୍ କରନ୍ତୁ ଭାରତୀର ନିର୍ବାଚନ କମିଶନର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
6) ଏଠାରେ କ୍ଲିକ୍ କରନ୍ତୁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ISRO)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
7) ଏଠାରେ କ୍ଲିକ୍ କରନ୍ତୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ (ICAR)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
8) ଏଠାରେ କ୍ଲିକ୍ କରନ୍ତୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ
9) ଏଠାରେ କ୍ଲିକ୍ କରନ୍ତୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
10) ଏଠାରେ କ୍ଲିକ୍ କରନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (G20 ସଚିବାଳୟ)
11) ଏଠାରେ କ୍ଲିକ୍ କରନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
12) ଏଠାରେ କ୍ଲିକ୍ କରନ୍ତୁ ଗୃହ ମନ୍ତ୍ରଣାଳୟ (ଭାଇବ୍ରାଣ୍ଟ ଭିଲେଜ୍ ପାଇଁ)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
13) ଏଠାରେ କ୍ଲିକ୍ କରନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (SSB)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
14) ଏଠାରେ କ୍ଲିକ୍ କରନ୍ତୁ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (CPWD)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
15) ଏଠାରେ କ୍ଲିକ୍ କରନ୍ତୁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (KVIC)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
16) ଏଠାରେ କ୍ଲିକ୍ କରନ୍ତୁ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
17) ଏଠାରେ କ୍ଲିକ୍ କରନ୍ତୁ ଶକ୍ତି ମନ୍ତ୍ରଣଆଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
18) ଏଠାରେ କ୍ଲିକ୍ କରନ୍ତୁ ରେଳ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
19) ଏଠାରେ କ୍ଲିକ୍ କରନ୍ତୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
20) ଏଠାରେ କ୍ଲିକ୍ କରନ୍ତୁ ବୟନଶିଳ୍ପ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
21) ଏଠାରେ କ୍ଲିକ୍ କରନ୍ତୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
22) ଏଠାରେ କ୍ଲିକ୍ କରନ୍ତୁ ନୀତି ଆୟୋଗ (ଅଟଳ ଇନୋଭେଶନ୍ ମିଶନ)ର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ
23) ଏଠାରେ କ୍ଲିକ୍ କରନ୍ତୁ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ପ୍ରଜ୍ଞାପନ ମେଢ଼ ଡିଜାଇନ ଦେଖିବା ପାଇଁ

**ନାଗରିକମାନେ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜାଇନକୁ ଦେଖିପାରିବେ ଏବଂ ପ୍ରସ୍ତାବିତ ଡିଜାଇନ ଉପରେ ସେମାନଙ୍କର ମତାମତ/ବିଚାର ଦେଇପାରିବେ।
ଦୟାକରି ଧ୍ୟାନ ଦିଅନ୍ତୁ: ପ୍ରଜ୍ଞାପନ ମେଢ଼ ରାଜ୍ୟର ନାମ ଏବଂ ଏହାର ଡିଜାଇନ୍ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ।

ଆପଣଙ୍କ ସ୍ୱର ଏହି ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନରେ ଯୋଗଦାନ କରୁ ଏବଂ 2024 ସାଧାରଣତନ୍ତ୍ର ଦିବସ ସମାରୋହକୁ ଏକ ସମାବେଶୀ ଏବଂ ପ୍ରତିନିଧି ଦୃଶ୍ୟରେ ପରିଣତ କରିବା ଦିଗରେ ଆମ ସହିତ ସାମିଲ ହୁଅନ୍ତୁ। ଆପଣଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ, ଏବଂ ଆମେ ସମସ୍ତେ ମିଶି ଏହି ସାଧାରଣତନ୍ତ୍ର ଦିବସରେ ଦେଶପ୍ରେମର ଭାବନାକୁ ପାଳନ କରିପାରିବା।

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
331
ସମୁଦାୟ
0
ଅନୁମୋଦିତ
331
ସମୀକ୍ଷାଧୀନ
Reset