ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଜାତୀୟ ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଆୟୋଗ ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତା

ଜାତୀୟ ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଆୟୋଗ ପାଇଁ ଲୋଗୋ ଡିଜାଇନ ପ୍ରତିଯୋଗିତା
ଆରମ୍ଭ ତାରିଖ :
Sep 14, 2023
ଶେଷ ତାରିଖ :
Oct 14, 2023
23:45 PM IST (GMT +5.30 Hrs)
Submission Closed

ଜାତୀୟ ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଆୟୋଗ (NCAHP) ଅଧୀନରେ ଥିବା ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାରଙ୍କୁ ଚିହ୍ନିତ କରୁଥିବା ଭାରତର ପ୍ରଥମ ଲୋଗୋ ପାଇବା ଲକ୍ଷ୍ୟ

ଜାତୀୟ ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଆୟୋଗ (NCAHP) ଅଧୀନରେ ଥିବା ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଙ୍କୁ ଚିହ୍ନିତ କରୁଥିବା ଭାରତର ପ୍ରଥମ ଲୋଗୋ ପାଇବା ଲକ୍ଷ୍ୟ ରଖିଛି NCAHP, ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିନରେ ଏକ ସ୍ୱୟଂଚାଳିତ ସଂସ୍ଥା । NCAHP ମାଇଁଗଭ୍ ସହଭାଗିତାରେ ଏକ ଲୋଗୋ ଡିଜାଇନ ପ୍ରତିଯୋଗିତା ଆୟୋଜନ କରୁଛି ଯେଉଁଠାରେ ଭାରତୀୟ ନାଗରିକ ମାନେ ସେମାନଙ୍କ ଲୋଗୋ ଏଣ୍ଟ୍ରି ଦାଖଲ କରିପାରିବେ, ଯାହା ଭାରତୀୟ ସ୍ୱାସ୍ଥ୍ୟସେବା ବାହିନୀର 56 ପ୍ରକାର ପେଶାଦାରଙ୍କୁ ପ୍ରଦର୍ଶିତ କରିବା ସହ ଅନନ୍ୟ ଓ ସୁନ୍ଦର ହେବା ଆବଶ୍ୟକ ।
ଏହି କମିସନ ଅନନ୍ୟ କାରଣ ଏହା ଭାରତରେ ପ୍ରଥମ କମିସନ, ଯାହା 56 ଭିନ୍ନ ଭିନ୍ନ ପେସାଦାରଙ୍କ ଶିକ୍ଷା, ପ୍ରଶିକ୍ଷଣ ଆଦି ନୀତିକୁ ନିୟନ୍ତ୍ରଣ କରିଥାଏ। ସାଧାରଣତଃ ଗୋଟିଏ କମିଶନ ଗୋଟିଏ ପ୍ରକାର ବୃତ୍ତିକୁ ନିୟନ୍ତ୍ରଣ କରିଥାଏ। ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମେରୁଦଣ୍ଡ। ସେମାନଙ୍କ ମଧ୍ୟରେ ଫିଜିଓଥେରାପିଷ୍ଟ, ଡାଏଟିସିଆନ୍, ମେଡିକାଲ ଲ୍ୟାବ୍ ଟେକ୍ନୋଲୋଜିଷ୍ଟ, EEG/ECG ଟେକ୍ନିସିଆନ୍, ବିହେଭିଓରାଲ କର୍ମଚାରୀ, ଅପ୍ଟୋମେଟ୍ରିଷ୍ଟ ଆଦି ଅଛନ୍ତି।

ଜାତୀୟ ସହବଦ୍ଧ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଆୟୋଗ ଅଧିନିୟମ (NCAHP), 2021 ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ପରିତୋଷ:
-ସର୍ବୋତ୍କୃଷ୍ଟ ଲୋଗୋ ଏଣ୍ଟ୍ରିକୁ ₹5000/- ଟଙ୍କା ପୁରସ୍କାର ରାଶି ଏବଂ NCAHP/ICAHP ଅଧ୍ୟକ୍ଷଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଏଠାରେ କ୍ଲିକ୍ କରନ୍ତୁ ନିୟମ ଓ ସର୍ତ୍ତାବଳୀ ପାଇଁ (PDF 27.64 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
671
ସମୁଦାୟ
0
ଅନୁମୋଦିତ
671
ସମୀକ୍ଷାଧିନ
Reset