ହୋମ୍ | ମାଇଁଗଭ୍

ଆକ୍ସେସିବିଲିଟି
ଆକ୍ସେସିବିଲିଟି ଟୁଲ୍‌ସ
କଲର୍ ଆଡଜଷ୍ଟମେଣ୍ଟ୍
ଟେକ୍ସଟ୍ ସାଇଜ୍
ନାଭିଗେଶନ୍ ଆଡଜଷ୍ଟମେଣ୍ଟ୍

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ପୋଷ୍ଟର

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ପୋଷ୍ଟର
ଆରମ୍ଭ ତାରିଖ:
Nov 15, 2023
ଶେଷ ତାରିଖ :
Nov 30, 2023
23:45 PM IST (GMT +5.30 Hrs)
View Result Submission Closed

ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଆପଣଙ୍କୁ ମାଇଁଗଭ୍ ପୋର୍ଟାଲରେ ଏକ ଅନ୍‌ଲାଇନ୍ ପୋଷ୍ଟର ମେକିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆମନ୍ତ୍ରଣ କରୁଛି। ଆସନ୍ତୁ ଆମେ ଆମର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାହସିକତା, ତ୍ୟାଗ ଓ...

ଭାରତ ସରକାରଙ୍କଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଆପଣଙ୍କୁ ମାଇଁଗଭ୍ ପୋର୍ଟାଲରେ ଏକ ଅନ୍‌ଲାଇନ୍ ପୋଷ୍ଟର ମେକିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆମନ୍ତ୍ରଣ କରୁଛି। ଆସନ୍ତୁ ଆମେ ଆମର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାହସିକତା, ତ୍ୟାଗ ଓ ସମର୍ପଣକୁ ସ୍ମରଣ କରିବା, ଯେଉଁମାନେ ଆମ ଦେଶ ପାଇଁ ସ୍ୱାଧୀନତାର ମାର୍ଗ ପ୍ରଶସ୍ତ କରିଥିଲେ। ସେମାନଙ୍କ ଜୀବନାଦର୍ଶର ସ୍ମୃତି ଚାରଣ କରିବା ପାଇଁ ଏହି ପୋଷ୍ଟର ମେକିଂ ପ୍ରତିଯୋଗିତାରେ ଆମ ସହିତ ସାମିଲ ହୁଅନ୍ତୁ ଏବଂ ଆଗାମୀ ପିଢ଼ିକୁ ସ୍ୱାଧୀନତା ଓ ଏକତାର ଭାବନାକୁ ବଜାୟ ରଖିବା ପାଇଁ ପ୍ରେରଣା ଦିଅନ୍ତୁ।

ବୈଷୟିକ ମାନଦଣ୍ଡ:
1. ଅଂଶଗ୍ରହଣକାରୀମାନେ ସେମାନଙ୍କ ପ୍ରିୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଏକ ଚିତ୍ର ହାତରେ ଆଙ୍କିବା ଆବଶ୍ୟକ।
2. ପ୍ରତି ପ୍ରତିଯୋଗୀ କେବଳ ଗୋଟିଏ ଲେଖାଏଁ ଏଣ୍ଟ୍ରି କରିପାରିବେ ।
3. ଏହି ଫଟୋର ସାଇଜ୍ 4 MBରୁ ଅଧିକ ହେବ ନାହିଁ।
4. ଫଟୋ କେବଳ JPG କିମ୍ବା JPEG ଫର୍ମାଟରେ HD କ୍ୱାଲିଟିର ହେବା ଆବଶ୍ୟକ।

ପୁରସ୍କାର:
ଭାରତର ଏହି ଉତ୍ସବକୁ ଶିଶୁ, ଯୁବକ ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରସାରଣ କରିବା ପାଇଁ, ବିଜେତାମାନଙ୍କୁ ତିନୋଟି ପୁରସ୍କାର ବଣ୍ଟନ କରାଯିବ, ଯଥା ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାର: (ଫଳାଫଳ ଘୋଷଣାର 3 ମାସ ମଧ୍ୟରେ ପାଇପାରିବେ)

ଏଠାରେ କ୍ଲିକ୍ କରନ୍ତୁ , ନିୟମ ଓ ସର୍ତ୍ତାବଳୀ ପଢିବା ପାଇଁ। (PDF 72.93 KB)

ଏହି କାର୍ଯ୍ୟ ଅଧୀନରେ ଦାଖଲ କରାଯାଇଛି
389
ସମୁଦାୟ
0
ଅନୁମୋଦିତ
389
ସମୀକ୍ଷାଧୀନ